Browsing Category

Top Stories

ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର:ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ…

କେବଳ ୫୦୦୦ ଟଙ୍କା ଦେଇ ଡାକ ବିଭାଗର ଏକ ଫ୍ରାଞ୍ଚାଇଜ୍ ନିଅନ୍ତୁ, ହେବ ବଢିଆ ରୋଜଗାର

ନୂଆଦିଲ୍ଲୀ: ସାରା ଭାରତରେ ୩ ଲକ୍ଷରୁ ଅଧିକ ଡାକଘର ଅଛି। ଏହି ଡାକଘରଗୁଡ଼ିକ କେବଳ ଚିଠି କିମ୍ବା ପାର୍ସଲ ବିତରଣର କାର୍ଯ୍ୟ କରନ୍ତି ନାହିଁ, ବରଂ ସଞ୍ଚୟ ଯୋଜନା ଏବଂ ବୀମା ପରି ଆର୍ଥିକ ସେବା ମଧ୍ୟ ପ୍ରଦାନ କରନ୍ତି।…

ରାଶିଫଳ(ସୋମବାର,୦୫ ସେପ୍ଟେମ୍ବର,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ…

ଏସିଆ କପ୍ ସୁପର୍ ୪: ରୋମାଞ୍ଚକର ମୁକାବିଲାରେ ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି।  ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଚମତ୍କାର ୬୦ ରନ୍ ବଳରେ ଟିମ୍ ଇଣ୍ଡିଆ ସାତୋଟି ଉଇକେଟ୍…

Teachers Dayରେ ୪୬ ଜଣ ଶିକ୍ଷକଙ୍କୁ National Award ପ୍ରଦାନ କରିବେ ରାଷ୍ଟ୍ରପତି, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରୁ କେତେଜଣ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ ଜାତୀୟ ପୁରସ୍କାର ପାଇବେ ଦେଶର ୪୬ ଜଣ ଶିକ୍ଷକ । ଏହି ଶିକ୍ଷକମାନଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି…

ସୌର ଜଗତ ବାହାରେ ରହିଛି ଗ୍ରହ: ଜେମ୍ସ ୱେବ ପଠାଇଲା ଫଟୋ

ନୂଆଦିଲ୍ଳୀ: ସୌର ଜଗତ ବାହାରେ ଠାବ ହେଲା ଗ୍ରହ । ନାସାର ଜେମ୍ସ ୱେବ ଟେଲିସ୍କୋପ ସାହଯ୍ୟରେ ବୈଜ୍ଞାନିକମାନେ ସୌର ଜଗତ ବାହାରେ କୌଣସି ଗ୍ରହର ସ୍ପଷ୍ଟ ଫଟୋ ଉଠାଇଛି । ଏହି ଗ୍ରହକୁ "ଏଚଆଇପି ୬୫୪୨୬' ନାମ ଦିଆଯାଇଛି…

ରାଜଧାନୀରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଝୁଲନ୍ତା ଅବସ୍ଥାରେ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀର ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁଣି ଜଣେ ନର୍ସିଂ ଛାତ୍ରୀ  ହାରିଛନ୍ତି ଜୀବନ । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଛି ଛାତ୍ରୀଙ୍କ ମୃତଦେହ ।…

ଚିଲିକା ଡଙ୍ଗାବୁଡି ଘଟଣା: ୨ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧରା ହୋଇଛି । ରବିବାର ସନ୍ଧ୍ୟାରେ ଭୋଜି ସାରି ଫେରୁଥିବାବେଳେ ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଯାଇଥିଲା ଡଙ୍ଗା । ଡଙ୍ଗାରେ ୧୩ ଜଣ ଥିଲେ…

ଷ୍ଟ୍ରେସ ନେବା ଦ୍ୱାରା ହୋଇଥାଏ କି’ ମିସକ୍ୟାରେଜ୍? ଜାଣନ୍ତୁ ଗର୍ଭବସ୍ଥାରେ ଚିନ୍ତା ଦୂର କରିବାର ଟିପ୍ସ

ଗର୍ଭବସ୍ଥା ସମୟରେ ମହିଳାଙ୍କ ଜୀବନରେ କେବଳ ଶାରୀରିକ ପରିବର୍ତ୍ତନ ହୋଇନଥାଏ ବରଂ ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏଥିପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଭଳି ଏକ…

King Kohliଙ୍କ ବ୍ୟାଟ ଗର୍ଜନରେ କମ୍ପିଲା ଷ୍ଟାଡିୟମ, ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆର କପର ସୁପର-୪ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଆଜିର କିଙ୍ଗ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି ପୁଣି ଫର୍ମକୁ ପ୍ରତ୍ୟାବର୍ତ୍ତନ…