Browsing Category
Top Stories
Video: ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ଖସିଗଲା ଗୋଡ଼, ବଞ୍ଚାଇଦେଲେ ଆରପିଏଫ୍ ଯବାନ, ନହେଲେ…
ମୁମ୍ବାଇ: ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ…
‘ଆପତ୍ତିଜନକ ସ୍ଥିତିରେ ଭିଡିଓ କଲ୍ କରୁଥିଲେ…’ Honeytrapର ଶିକାର ହେବାରୁ ବଞ୍ଚିଗଲେ ବିଜେପି ନେତା
ଉତ୍ତରପ୍ରଦେଶ: ହନିଟ୍ରାପର ମାୟାଜାଲରେ ଫସୁ ଫସୁ ବର୍ତ୍ତିଯାଇଛନ୍ତି ବିଜେପିର ଜଣେ ଅଗାଧାଡିର ନେତା । ଏ ନେଇ ଏକ ଅଭିଯୋଗ ଦାୟର କରିଛନ୍ତି ଉତ୍ତରପ୍ରଦେଶ ବିଜନୌରର ପୂର୍ବତନ ବିଜେପି ସାଂସଦ କୁଅଁର ଭାରତେନ୍ଦ୍ର ସିଂହ ।…
ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !
ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ ।…
ଅର୍ଥନୀତି ତଳକୁ ଖସୁଛି, ୫୦ ପ୍ରତିଶତ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବେ: ରିପୋର୍ଟ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ପରିସ୍ଥିତି ଦେଖାଯାଇଛି । ଅନେକ ରାଷ୍ଟ୍ର ଏକପ୍ରକାରର ଦେବାଳିଆ ପରିସ୍ଥିତିକୁ ଚାଲି ଆସିଲେଣି । ତେବେ ବିଶ୍ୱର ଅତିକମରେ ଅଧା କମ୍ପାନୀ ସେମାନଙ୍କର କର୍ମଚାରୀ ସଂଖ୍ୟା…
ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI
ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…
ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଅପିଲ: ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି
ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
Biju Yuva Janata Dalର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା: ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ସ୍ଥାନ ପାଇଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ ଜିଲ୍ଲା…
ମଙ୍କିପକ୍ସ ରୋଗ ହେଲେ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କ’ଣ ଏହି ରୋଗ…
ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ(Monkeypox) ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ ଏପର୍ଯ୍ୟନ୍ତ ୮୦ ଦେଶରେ ୨୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ କ'ଣ…
Vande Bharat Expressର ନୂଆ ଟ୍ରାଏଲ: ୧୧୫ କି.ମି/ଘଣ୍ଟା ବେଗରେ ଗଡୁଛି ଟ୍ରେନ
ନୂଆଦିଲ୍ଲୀ: ଭାରତୀୟ ରେଳ ତରଫରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ଆରମ୍ଭ ହୋଇଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନ ଟ୍ରାଏଲ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୋହାଲି ଏବଂ…
ବଢ଼ୁଛି ବିପଦ ! ମଙ୍କିପକ୍ସ ମଣିଷଙ୍କ ଠାରୁ ଡେଉଁଛି ପଶୁଙ୍କୁ, ଫ୍ରାନ୍ସରୁ ଆସିଲା ପ୍ରଥମ ମାମଲା
ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଙ୍କ ଠାରୁ କୁକରକୁ ମଙ୍କିପକ୍ସ ସଂକ୍ରମିତ ହେଉଥିବା ମାମଲା…