Browsing Category

Top Stories

ସୁକନ୍ୟା ସମୃଦ୍ଧି ଯୋଜନା ଏବଂ PPFରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଲଟେରୀ: ସରକାର ସୁଧ ହାର ବଢ଼ାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନା, ଏନଏସସି, ପିପିଏଫ୍ ଭଳି ଯୋଜନାରେ ନିବେଶ କରିଛନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବର । ବର୍ତ୍ତମାନ ଆପଣ ଏହି ଛୋଟ ଯୋଜନାଗୁଡ଼ିକରେ ଜବରଦସ୍ତ ରିଟର୍ନ ପାଇବାକୁ…

ହନୁମାନଙ୍କର ଅବତାର ହେଉଛନ୍ତି ଯୋଗୀ,କିଛି ଏଭଳି କହି ଯୋଗୀଙ୍କ ଠାରୁ ମାଗଲେ ବରଦାନ

ନୂଆଦିଲ୍ଲୀ: ଜଣେ ଅଖିଳ ଭାରତ ହିନ୍ଦୁ ମହାସଭାର (ଏବିଏଚ ଏମ୍) କୋଷାଧ୍ୟକ୍ଷ ଦୀନେଶ ଶର୍ମା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରକ୍ତରେ ଏକ ଚିଠି ଲେଖି ଶାହି ମସଜିଦ୍ ଇଦଗା ଭିତରେ ଜନମାଷ୍ଟମୀ…

ଚିକିତ୍ସାଳୟରେ ଅଘଟଣ: ୪ମହଲା ଉପରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଢେଙ୍କାନଳ ଜିଲ୍ଲା ମୁଖ୍ୟଚିକିତ୍ସାଳରେ ଘଟିଛି ଅଘଟଣ । ୪ ମହଲା ଛାତରୁ ଢେଇଁ ରୋଗୀ ମୃତ ହୋଇଛି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନାମ ଦୁର୍ଯ୍ୟୋଧନ ନାୟକ । ସେ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି…

ବାବା ରାମଦେବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କହିଲେ ଲୋକମାନଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ବାବା ରାମଦେବଙ୍କୁ କୋଭିଟ ଟିକା ଏବଂ ଏଲୋପାଥିକ ଔଷଧ ଉପରେ ଦାବି କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପତଞ୍ଜଳୀ ଦ୍ୱାରା…

ଜମା ଉପରେ ସୁଧ ହାରକୁ ୧.୫ ପ୍ରତିଶତକୁ ବୃଦ୍ଧି କଲା ଏହି ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ଆରମ୍ଭ କଲା ସ୍ୱତନ୍ତ୍ର ଜମା ଯୋଜନା

ମୁମ୍ବାଇ: ଉଜିଭନ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଫିକ୍ସ ଜମା ଉପରେ ସୁଧ ହାରକୁ ୧.୫% ବୃଦ୍ଧି କରିଛି। ବ୍ୟାଙ୍କ ବିଭିନ୍ନ ପର୍ଯ୍ୟାୟରେ ସ୍ଥିର ଜମା ଉପରେ ସୁଧ ହାରକୁ ୦.୩% ରୁ ୧.୫୦% କୁ ବୃଦ୍ଧି କରିଛି। ୭୫ ସପ୍ତାହ ଏବଂ…

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୁପନେବା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ଏବଂ ୨୪ ଘଣ୍ଟା…

ଜନ୍ମାଷ୍ଟମୀରେ ଭାଗ୍ୟଶାଳୀ ହେବେ ଏହି ରାଶିର ବ୍ୟକ୍ତି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଯାହାକୁ ସାରା ଦେଶ ଜନ୍ମାଷ୍ଟମୀ ରୂପରେ ପାଳନ କରିଥାଏ । ତେବେ ଚଳିତ ବର୍ଷ ସମଗ୍ର ଦେଶ ଅଗଷ୍ଟମାସ ୧୮ ତାରିଖ ଅର୍ଥାତ…

ଏଣିକି ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କୁ ପିଏମ କିଷାନ ଯୋଜନାର ୬୦୦୦ ଟଙ୍କା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଅନେକ…

କୋଇଲା ଖଣି ଲିଜ୍: ବେପରୁଆ ତଥା ଅବହେଳା ମନୋଭାବ ପାଇଁ ଜୋରିମାନା, ଚାରି ସପ୍ତାହ ମଧ୍ୟରେ ଦେବାକୁ ନିର୍ଦେଶ

ନୂଆଦିଲ୍ଲୀ: କୋଇଲା ଖଣି ଲିଜ୍ ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୧୯୯୭ ରେ ମଧ୍ୟପ୍ରଦେଶର ଘରୋଇ କମ୍ପାନୀ BLA ଇଣ୍ଡଷ୍ଟ୍ରିଜ୍ କୁ ଦିଆଯାଇଥିବା ଏକ କୋଇଲା…

ଭାରତୀୟ କ୍ରିକେଟର ବିଦେଶୀ ଲିଗରେ ଭାଗ ନେବାକୁ ବିସିସିଆଇ ଅନୁମତି ଦେବ ନାହିଁ:ଶୁକ୍ଳା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ବିଦେଶ ରାଷ୍ଟ୍ରରେ ଅନୁଷ୍ଠିତ ହେଉଥିବା ଟି-୨୦ ଲିଗରେ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେଉନାହିଁ । କାରଣ…