fbpx
Browsing Category

Top Stories

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିବାର ପିଛା ଦିଆଯିବ ୨ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହସି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତଙ୍କ ପରିବାରକୁ ଘର ମିଳିବ । ୮ ଏକର…

ଓସାମା ବିନ୍ ଲାଡେନ୍ ୯/୧୧ ଆକ୍ରମଣରେ ସମ୍ପୃକ୍ତ ଥିବାର କୌଣସି ପ୍ରମାଣ ନାହିଁ, ଆମେରିକା ମିଛ କହିଥିଲା: ତାଲିବାନ

କାବୁଲ: ତାଲିବାନର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୯/୧୧ ଆକ୍ରମଣରେ ଓସାମା ବିନ୍ ଲାଦେନ ସମ୍ପୃକ୍ତ ଥିବା କୌଣସି ପ୍ରମାଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ଯୁଦ୍ଧ ପରେ ମଧ୍ୟ କୌଣସି ପ୍ରମାଣ…

ବାହାଘରର ୩ ମାସ ପରେ ଛୁଆକୁ ଜନ୍ମଦେଲା ମହିଳା: କୋର୍ଟରେ ପହଞ୍ଚିଗଲା ସ୍ୱାମୀ, ଏପରି ଥିଲା କାହାଣୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଭାଜିଆବାଦରେ ଜଣେ ମହିଳା ବାହାଘରର ମାତ୍ର କିଛି ମାସ ପରେ ମା ହୋଇଛନ୍ତି । ଆରମ୍ଭରୁ ପତ୍ନୀଙ୍କ ପେଟରେ କିଛି ପରିବର୍ତ୍ତନ ଦେଖି ସ୍ୱାମୀ ପ୍ରଶ୍ନ କରିଥିଲେ, କିନ୍ତୁ ଗ୍ୟାସରେ ପେଟ ଫୁଲିଯାଇଛି…

୨୦୨୨ରେ ଏକାସଙ୍ଗେ ହେବ ବାଘ ଓ ହାତୀ ଗଣନା

ନୂଆଦିଲ୍ଲୀ: ୨୦୨୨ରେ ଏକା ସାଙ୍ଗରେ ବାଘ ଓ ହାତୀ ଗଣନା କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ଗଣନା କରାଯିବ । ସୁଚନା ଯେ, ୨୦୧୭ ରେ ରାଜ୍ୟରେ ୧୯୭୬ ହାତୀ ରହିଥିଲେ । ସେହିପରି ବର୍ଷକୁ ୧୫ରୁ ୨୦ଟି…

ଭାଇରାଲ୍ ହେଉଛି ଶଶି ଥରୁର୍ ଙ୍କର ନଡ଼ିଆ ଫଟା ଅନ୍ଦାଜ୍

କେରଳ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ଭେଟେରାନ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର । ଥରୁର, ତାଙ୍କ ମଜାଳିଆ ଫଟୋ ପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ପୁଣି ସେହିଭଳି…

କରୋନାର କରାଳ ରୂପ: ବଲାଙ୍ଗୀରରେ ୩ ମାସ ଶିଶୁର ମୃତ୍ୟୁ, ବାଲେଶ୍ୱରରୁ ୧୨ ଶିଶୁ….

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେଠାରୁ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି । ଏହାରି ମଧ୍ୟରେ କରୋନାରେ…

ଦୁଷ୍କର୍ମ ପାଇଁ ସ୍ମାର୍ଟଫୋନ୍ ଦାୟୀ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜର ବୟାନ ପାଇଁ ସବୁବେଳେ ବିବାଦ ଭିତରକୁ ଚାଲି ଆସନ୍ତି । ଆଉ ଅନେକ ସମାଲୋଚନାର ଶିକାର ହୁଅନ୍ତି । ଏବେ ପୁଣି ଥରେ ସେହିପରି ଏକ ବୟାନ ଦେଇ ଚର୍ଚ୍ଚାକୁ…

ସୋର ବିଧାୟକଙ୍କ ବିରୋଧରେ ଯବାନଙ୍କ ଅଭିଯୋଗ: ବର୍ଡରରୁ ମାଗିଲେ ନ୍ୟାୟ, ଦେଖନ୍ତୁ ଭିଡିଓ

ସୋର(ଓଡ଼ିଶା ଭାସ୍କର): ଯବାନମାନେ ବର୍ଡରରେ ଜଗି ଦେଶକୁ ସୁରକ୍ଷିତ ରଖୁଥିବା ବେଳେ ତାଙ୍କ ପରିବାର ଲୋକେ ଭୋଗୁଛନ୍ତି ନିର୍ଯାତନା । ଏହିପରି ଏକ ମାମଲା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିଏସଏଫ୍…

ସୁପ୍ରିମକୋର୍ଟର ଜଜ୍ ମାନଙ୍କ ଦରମା କେତେ? କଣ କଣ ମିଳେ ସୁବିଧା? ଜାଣନ୍ତୁ ବିସ୍ତୃତ ସୁଚନା

ନୂଆଦିଲ୍ଲୀ: ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ଜଜ୍ ମାନଙ୍କ ଦରମା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଥିବେ । ସୁପ୍ରିମକୋର୍ଟର ଜଜ୍ ମାନଙ୍କୁ ଦରମା ସହିତ ଅନେକ ପ୍ରକାରର ସୁବିଧା ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥାଏ ।…

ତାଲିବାନିଙ୍କ କବଜା ପରେ ଆଫଗାନିସ୍ତାନରେ ଘନେଇଲା ଆହାର ଓ ରୋଗ ସଙ୍କଟ, ୟୁଏନ୍ ଫୁଡ୍ ରିଲିଫ୍ ଏଜେନ୍ସିର ଖୁଲାସା

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନେ କବ୍ଚା କରିବା ପରେ ସେଠାକାର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଲୋକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସେଠାରେ ଅନହାର ଏବଂ ସ୍ୱାସ୍ଥ୍ୟ ସମସ୍ୟା…