fbpx
Browsing Category

Top Stories

ଭାରତର ଏହି ଜେଲର କଏଦୀ ମାନେ ଭିତରେ ଥାଇ ରୋଜଗାର କରନ୍ତି କୋଟି କୋଟି ଟଙ୍କା, ହୁଏ ନିଶା ପାର୍ଟି

ନୂଆଦିଲ୍ଲୀ: ଜେଲ୍ ନାମ ଶୁଣିଲେ ସାଧାରଣ ଲୋକ ମାନେ ଭାବୁଥିବେ ଯେ, କଏଦୀ ମାନେ ଅନେକ ଅସୁବିଧାରେ ରଖାଯାଉଥିବେ । ପୋଲିସ୍ ମାନେ କଏଦୀ ମାନଙ୍କ ହାତରେ ଶିକୁଳି ବାନ୍ଧି ରଖୁଥିବେ । ହେଲେ ଆପଣ ମାନେ ବୋଧହୁଏ ଜାଣିନଥିବେ…

UIDAI ଆଣିଲା ନୂଆ ଫିଚର: ଏଣିକି ବିନା ଇଣ୍ଟରନେଟରେ କେବଳ SMS ପଠାଇ ଆପଣ ପାଇପାରିବେ ସମସ୍ତ Aadhaar ସେବା

ନୂଆଦିଲ୍ଲୀ: ବର୍ତମାନ ସମୟରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ । ଏ ସଂପର୍କିତ ସମସ୍ତ ବିବରଣୀ ମୋବାଇଲରେ ଉପଲବ୍ଧ ହେଉଛି । ମାତ୍ର ଦେଶରେ ଏବେ ବି କିଛି ଲୋକ ରହିଛନ୍ତି, ଯେଉଁମାନେ ଆଜି ବି ଇଂଟରନେଟ ୟୁଜ୍…

ଷ୍ଟାର ଦମ୍ପତ୍ତିଙ୍କ ମାମଲା: ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ମୋଡ । ଏହି ମାମଲାରେ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ…

ଫିକା ପଡ଼ିଲା ତାଲିବାନର ପ୍ରତିଶୃତି, ପୁଣି ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ

କାବୁଲ: ଆଫଗାନିସ୍ତାନରେ ଲୋକଙ୍କ ସୁରକ୍ଷାକୁ ନେଇ ତାଲିବାନର ପ୍ରତିଶୃତି କେବଳ କଥାରେ ହିଁ ରହିଗଲା । ଖବର ମୁତାବକ, କାବୁଲରେ ଆଉ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି ତାଲିବାନ୍ । ସେହି ସାମ୍ବାଦିକ ଟୋଲୋ ନ୍ୟୁଜ୍ ପାଇଁ…

୧୪ ବର୍ଷରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ପରେ ହେଲେ ଆଇପିଏସ୍ ଅଫିସର୍; ଏବେ ଅପରାଧିଙ୍କୁ ଦେଉଛନ୍ତି ଉଚିତ୍ ଜବାବ୍

ନୂଆଦିଲ୍ଲୀ: ଟେଲିଭିଜନ୍ ର ଲୋକପ୍ରିୟ କୁଇଜ୍ ଶୋ କୌନ୍ ବନେଗା କରୋଡ୍ ପତି(କେବିସି)ରେ ଏପର୍ଯ୍ୟନ୍ତ ଅନେକ ଲୋକ ୧ କୋଟି ଟଙ୍କା ଜିତିଛନ୍ତି । ତେବେ ୨୦୦୧ ମସିହାରେ ଜଣେ ୧୪ ବର୍ଷର ବାଳକ ୧ କୋଟି ଟଙ୍କା ଜିତିଥିଲେ ।…

ଜେଲରେ ସ୍ୱାମୀ, ଶିଳ୍ପା କହୁଛନ୍ତି- ‘ସବୁ ମୁହୂର୍ତ୍ତକୁ ଉପଭୋଗ କରିବା ଦରକାର’

ନୂଆଦିଲ୍ଲୀ: ଗତ ଜୁଲାଇ ମାସରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର ବଡ଼ ସମସ୍ୟା ଦେଇ ଗତି କରୁଛି । ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫ ମାମଲାରେ ଗିରଫ କରାଯାଇଛି । ତାଙ୍କ ଉପରେ…

ଦ୍ୱିତୀୟ ଲହରଠାରୁ ଆହୁରି ଭୟଙ୍କର ହେବ ତୃତୀୟ ଲହର, ଚିଠି ଲେଖି ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର):ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ…

ଶ୍ରମିକଙ୍କୁ ଆଜି ଖାସ୍ ଉପହାର ଦେବେ ସରକାର ! ଆରମ୍ଭ ହେବ ଏହି ଯୋଜନା, ଜାଣନ୍ତୁ ଲାଭ

ନୂଆଦିଲ୍ଲୀ: ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଶ୍ରମିକଙ୍କୁ ଆଜି ସ୍ୱତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର । ଶ୍ରମିକଙ୍କ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି ଇ-ଶ୍ରମ ପୋର୍ଟାଲ । ଏହି ପୋର୍ଟାଲ…

ମାଡିଆସିଲା କି ତୃତୀୟ ଲହର? ଦେଶରେ ୨୩% ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୩…

ଆଜି ୬୬ ଜଣଙ୍କର ଗଲା ଜୀବନ, କଟକରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…