fbpx
Browsing Category

Top Stories

Mig-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ନୂଆଦିଲ୍ଲୀ: ପୁଣି ଏକ mig-୨୧ ଲଢ଼ୁଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଭ୍ୟାସ ସମୟରେ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ପାଇଲଟ୍ ଜଣକ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ…

Online ହେବ ଲ’ ପରୀକ୍ଷା

ଭୁବନେଶ୍ବର: ଶେଷରେ ଛାତ୍ର ଛାତ୍ରୀଙ୍କ ଦାବି ମାନି ନେଇଛନ୍ତି ସରକାର। ଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ପାଇଁ ବୁଧବାର ଘୋଷଣା କରାଯାଇଛି। ଛାତ୍ରଛତ୍ରୀମାନଙ୍କ ପକ୍ଷରୁକୁଳପତିଙ୍କ ଅଫିସ ଘେରାଉ ପରେ ସରକାରଙ୍କ…

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର:ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ…

ଭାରତରେ ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ୬୫ ହଜାର କୋଟି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ : ସମ୍ପ୍ରତି କରୋନା କାଳରେ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ଅନେକ ଉତଥାନ ପତନ ଲାଗି ରହିଛି । ଯୋଗାଣ ଶୃଙ୍ଖଳ, ପ୍ରଭାବିତ ହୋଇଥିବାବେଳେ ବାଣିଜି୍ୟକ କାରବାର ମଧ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଦୃଷ୍ଟିରେ…

ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତି: LORD’S ପରେ LEEDS ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଭାରତ। ଲିଡ୍ସ ରେ ଖେଳାଯାଉଥିବା ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ…

ସାବଧାନ୍: ଏଣିକି ପ୍ରଥମ ଉଲ୍ଲଙ୍ଘନରେ ବି ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ…

ଆମାଜନ୍ ଦେଉଛି ବମ୍ପର୍ ଅଫର୍, ଚାକିରି ସହିତ ପାଇବେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ମାର୍କେଟପ୍ଲେସ ଆମାଜନ୍ ନୂଆ ଗୋଦାମ କର୍ମଚାରୀଙ୍କୁ ୧୦୦୦ ପାଉଣ୍ଡ ବା ପ୍ରାୟ ୧ ଲକ୍ଷ ଟଙ୍କାର ଜଇନିଙ୍ଗ ବୋନସ୍ ଯୋଗାଉଛି । ନିଯୁକ୍ତି ସଙ୍କଟକୁ ଯଥାଶୀଘ୍ର ଶେଷ କରିବାକୁ କମ୍ପାନୀ ଏପରି କରୁଛି ।…

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ…

ବିଚ୍ ରାସ୍ତାରେ ପୋଲିସ କର୍ମୀ କଲେ ଏପରି କାମ, ଭାଇରାଲ ହୋଇଗଲା Video

ନୂଆଦିଲ୍ଲୀ:ସାଧାରଣତଃ ଲୋକମାନେ ନିଶାରେ ଥିବା ବେଳେ ଅଜବ କାମ କରିଥାନ୍ତି ଓ ତାଙ୍କୁ ଜଣା ବି ନଥାଏ କି ସେମାନେ କ’ଣ କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ତୃତୀୟ ଲହରକୁ ନେଇ ଡିଏମଇଟି କହିଲେ- ‘ବିଭିନ୍ନ ମଡେଲର ଆକଳନ ଭିନ୍ନ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଧ୍ୟରେ କୋଭିଡର ୩ୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ,…