Browsing Category

Top Stories

ଗତ ୮ ବର୍ଷରେ କେତେ ଲୋକଙ୍କୁ ନିଯୁକ୍ତି ଭାରତୀୟ ରେଳବାଈ, ରେଳମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଲୋକଙ୍କର ସରକାରୀ ଚାକିରି ପ୍ରତି ଅହେତୁକ ଦୁର୍ବଳତା ରହିଛି। ଭାରତରେ ସବୁଠୁ ଅଧିକ ସରକାରୀ ଚାକିରି ପ୍ରଦାନ କରୁଥିବା ସଂସ୍ଥା ହେଉଛି ଭାରତୀୟ ରେଳବାୟୀ। ଗତ କିଛି ବର୍ଷ ହେବ ଭାରତୀୟ…

ମହାକାଶରୁ ଖସିଲା ରହସ୍ୟମୟ ଜିନିଷ! ଲୋକେ ଛାନିଆ, ଯାଞ୍ଚରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଏକ ରହସ୍ୟମୟ ଜିନିଷ ମହାକାଶରୁ ଖସିଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଜିନିଷଟି ଅଚାନକ୍ କେଉଁଠାରୁ ଆସିଲା ବୋଲି କାହାକୁ କିଛି…

ସାପ ଚୋଟର ଶୀକାର ହେଲେ ୩ ଭାଇ: ଦୁଇ ମୃତ ଜଣେ ଗୁରୁତର

ନୂଆଦିଲ୍ଲୀ: ବଳରାମ ପୁର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଓ ଅଭାବନୀୟ ଘଟଣା। ତିନି ଦିନରେ ସର୍ପ ଦଂଶନର ଶୀକାର ହେଲେ ତିନି ଭାଇ। ଯେଉଁଥିରେ ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ତେବେ…

ଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ: ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳ ହୋଇଛି ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି । ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।…

ସୈନିକ ସ୍କୁଲ୍‌ରେ ଶିକ୍ଷକ ହେବାର ସୁବର୍ଣ୍ଣ ସୁଯୋଗ, ଟିଜିଟି, ପିଜିଟି ସମେତ ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ସରକାରୀ ଶିକ୍ଷକ ହେବା ପାଇଁ ଅନେକ ଯୁବକ ଯୁବତୀ ଶିକ୍ଷା ଗ୍ରହଣ କରିବା ସହିତ ପ୍ରଶିକ୍ଷଣ ନେଇ ଉପଯୁକ୍ତ ସୁଯୋଗକୁ ଚାହିଁ ବସିଛନ୍ତି। ଏବେ ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ନିଯୁକ୍ତି ପାଇଁ…

ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ…

ମାଲାମାଲ୍ ହେବାକୁ ଯାଉଛନ୍ତି ଜାତୀୟ ପେନସନଭୋଗୀ: ଆସନ୍ତା ମାସ ଶେଷରେ ମିଳିବ ଏହି ଉପହାର

ନୂଆଦିଲ୍ଲୀ: ଯଦି ଆପଣ ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ନ୍ୟାସନାଲ ପେନସନ୍ ସିଷ୍ଟମ୍ (NPS) ର କୌଣସି ସ୍କିମ୍ ନେଇଛନ୍ତି କିମ୍ବା ନେବାକୁ ଯାଉଛନ୍ତି, ତେବେ ଏବେ ଆପଣ ଲାଭବାନ୍ ହେବାକୁ ଯାଉଛନ୍ତି । କାରଣ ପେନସନ୍…

କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ସେଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ…

ରାକ୍ଷୀରେ ମହିଳାମାନଙ୍କ ପାଇଁ ଯୋଗୀଙ୍କ ବଡ ଘୋଷଣା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ସରକାର ସବୁ ବେଳେ ତାଙ୍କ ଆକ୍ସନ ମୋଡ ଆଉ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ, ଏହି ଅବସରରେ ଯୋଗୀ ଏକ ବଡ ଘୋଷଣା କରିଛନ୍ତି । ରାକ୍ଷୀ ପୂର୍ଣ୍ଣମୀ…

ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ ଆସିବ ପରିବର୍ତ୍ତନ! ସୂଚନା ଦେଲା ରେଲୱେ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମୟ ସମୟରେ ଅନେକ ସୁବିଧା କରିଥାଏ। ଏହି କ୍ରମରେ ଏବେ ରେଲୱେ ଅନଲାଇନ୍ ଟିକେଟ୍ ବୁକିଂ କରିବା ପ୍ରଣାଳିକୁ ଅପଡେଟ୍ କରୁଛି। ଭାରତୀୟ ରେଲୱେ…