Browsing Category
Top Stories
ରାକ୍ଷୀରେ ମହିଳାମାନଙ୍କ ପାଇଁ ଯୋଗୀଙ୍କ ବଡ ଘୋଷଣା
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ସରକାର ସବୁ ବେଳେ ତାଙ୍କ ଆକ୍ସନ ମୋଡ ଆଉ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ, ଏହି ଅବସରରେ ଯୋଗୀ ଏକ ବଡ ଘୋଷଣା କରିଛନ୍ତି । ରାକ୍ଷୀ ପୂର୍ଣ୍ଣମୀ…
ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ ଆସିବ ପରିବର୍ତ୍ତନ! ସୂଚନା ଦେଲା ରେଲୱେ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମୟ ସମୟରେ ଅନେକ ସୁବିଧା କରିଥାଏ। ଏହି କ୍ରମରେ ଏବେ ରେଲୱେ ଅନଲାଇନ୍ ଟିକେଟ୍ ବୁକିଂ କରିବା ପ୍ରଣାଳିକୁ ଅପଡେଟ୍ କରୁଛି। ଭାରତୀୟ ରେଲୱେ…
(Video) ଟ୍ରେନର ସିଟରେ ଷଣ୍ଢକୁ ବାନ୍ଧିଲେ ଯାତ୍ରୀ: କହିଲେ -‘ ଭାଇ, ସାହିବଗଞ୍ଜରେ ଓହ୍ଲାଇ ଦେବ’
ନୂଆଦିଲ୍ଲୀ: ଟ୍ରେନରେ ଲୋକମାନେ ନିଜ ସହ ପାଳିତ ପଶୁମାନଙ୍କୁ ନେଇ ଯାତ୍ରା କରିବାର ତ ଆପଣମାନେ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କେବେ ଷଣ୍ଢକୁ ଟେନ୍ରରେ ଯାତ୍ରା କରୁଥିବାର ଦେଖିଛନ୍ତି କି? ଯେପରି ଖୁଣ୍ଟରେ ଗାଈ,…
ଏଭଳି ପାଦ ଥିବା ବ୍ୟକ୍ତିଙ୍କୁ ସେନାରେ ମିଳେନି ନିଯୁକ୍ତି
ସେନାରେ ଯୋଗ ଦେବା ମୁଖ୍ୟତ ବର୍ତ୍ତମାନ ସବୁ ଯୁବ ପିଢ଼ୀ ମାନଙ୍କ ମନରେ ସ୍ୱପ୍ନ । ଦେଶ ସେବା କରିବା ଆଉ ଏ ଦେଶ ପାଇଁ ସହୀଦ ହେବା ମଧ୍ୟ ସମସ୍ତଙ୍କର ଭାଗ୍ୟରେ ନଥାଏ । ତେବେ ସେନାରେ ଯୋଗ ଦେବା ମଧ୍ୟ ସହଜ ନୁହେଁ । ଏହା…
ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ, ବିଜୟ ସହ ସିରିଜ ଜିତିବା ଲକ୍ଷ୍ୟରେ ଭାରତ
ଲାଉଡେରହିଲ(ଫ୍ଲୋରିଡା): ଭାରତ ୱେଷ୍ଟଇଣ୍ଡିଜ ଚଳିତ ଟି-୨୦ କ୍ରିକେଟ ସିରିଜର ଚତୁର୍ଥ ମ୍ୟାଚ ଶନିବାର ଦିନ ଏଠାରେ ଅନୁଷ୍ଠିତ ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ତିନି ମ୍ୟାଚ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇ ସାରିଛି।…
ଆଜି ଠାରୁ ୪ଦିନିଆ ଦିଲ୍ଲୀଗସ୍ତରେ ନବୀନ
ଭୁବନେଶ୍ୱର: ଦେଶ ତାର ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ତେବେ ଏହି ପରିପ୍ରେକ୍ଷୀ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେଯୋଗଦେବାକୁ ପୁଣି ଥରେ ଦିଲ୍ଲୀ ଗସ୍ତ ରେ ଯିବେ ବିଜେଡି ସୁପ୍ରିମୋ ତଥା ମାନ୍ୟବର…
ଖୁସିଖବର: ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବ କିମସ୍ ଡାକ୍ତରଙ୍କ ସଞ୍ଜିବନୀ ଗ୍ୟାଜେଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ହୃଦଘାତ ବା ହାର୍ଟ ଆଟାକ୍ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦଘାତର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଉପଯୁକ୍ତ ସମୟରେ…
ଚୀନକୁ ଭାରତର ଚେତାବନୀ: ଲଦାଖଠାରୁ ଦୂରେଇ ରୁହ
ନୂଆଦିଲ୍ଲୀ: ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ଫେରିଯିବା ପରେ ଚୀନ ରକ୍ତଚାଉଳ ଚୋବାଇ ହେଉଛି। ତାଇୱାନ ଉପରେ ରାଗ ଶୁଝାଇବା ପାଇଁ ପ୍ରସ୍ତୁତି ପର୍ବକୁ ଜୋରଦାର କରିଛି। ତାଇୱାନକୁ…
(Video) ଖେଳ ଶିକ୍ଷକଙ୍କ ଅସରନ୍ତି ସମ୍ପତ୍ତି: ୬ କୋଠା, ମାର୍କେଟ କମ୍ପେକ୍ସ ସହ ଜବତ ହେଲା…
ବ୍ରହ୍ମପୁର(ଓଡ଼ିଶା ଭାସ୍କର) : ବୃତ୍ତିରେ ଜଣେ ଖେଳ ଶିକ୍ଷକ । କିନ୍ତୁ ଅମାପ ସମ୍ପତ୍ତିର ଅଧିକାରୀ । ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ । ୬ଟି କୋଠା ସାଙ୍ଗକୁ ମାର୍କେଟ୍ କମ୍ପେ୍ଲକ୍ସ, ଦାମୀ କାର୍, ଅମାପ ସୁନା…
ରାଜ୍ୟଗୋଷ୍ଠୀ କ୍ରୀଡା: ଅଷ୍ଟମ ଦିନରେ ଦମ୍ ଦେଖାଇଲେ କୁସ୍ତି ଯୋଦ୍ଧା, ତିନି ସ୍ୱର୍ଣ୍ଣ ସହ ଜିତିଲେ ୬ ପଦକ
ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ।…