Browsing Category

Top Stories

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର, ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ସରକାରୀ ଚାକିରିଆ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାହାକୁ ସମର୍ଥନ ଦେଲେ ମାୟାବତୀ, ଜାଣନ୍ତୁ…..

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀଦଳ ନେତା ମାନେ ମାର୍ଗେରେଟା ଆଲଭାଙ୍କ ନାମ ଘୋଷଣା କରିଛି । ତେବେ ଆଜି ବିଏସପି ତଥା ବହୁଜନ…

ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ: ମୁକ୍ତା ଯୋଜନାରେ ଶ୍ରମିକ ସାମିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି…

ଓଡିଶା ପାଇଁ ସଂସଦଗୃହରେ କ’ଣ ଦାବୀ ରଖିଲେ ସଙ୍ଗୀତା

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାଇଲ୍ଡ ଲାଇଫ ସଂଶୋଧନ ବିଲ ପାରିତ ହୋଇଛି । ଏହି ସମୟରେ ସଂସଦରେ ଓଡିଶା ପାଇଁ ଦାବୀ କରିଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ । ଓଡିଶାରେ ଦୁଇଟି ଜାତୀୟ ପାର୍କ ନିର୍ମାଣ ଲାଗି ସେ ଦାବୀ…

ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍‌, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ

ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ…

ଜାଲରେ ପଡିଲେ ମହିଳା ASI: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ…

ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି

ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ପ୍ରେମିକା ଘରକୁ ଯାଇଥିଲେ ଯୁବକ: କିନ୍ତୁ ‘ସେକ୍ସ ମାରାଥନ୍’ ସମୟରେ ଚାଲିଗଲା ଜୀବନ!

ନୂଆଦିଲ୍ଲୀ: ଏକ ଘଣ୍ଟା ‘ସେକ୍ସ ମାରାଥନ୍’ ସମୟରେ ୪୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଯୁବକ ଜଣଙ୍କୁ ତାଙ୍କ ପ୍ରେମିକା ଘରକୁ ଡାକିଥିଲେ । ଡିନର ପରେ ସେ ନିଜ…

ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ଉଡାଣ ଭରିଲା ଇଣ୍ଡିଆ ଏୟାର ୱାନ

ଜୟପୁର: ଆଜି ମାଲକାନଗିରିର ଜୟପୁର ଅଭିମୁଖେ ପରୀକ୍ଷା ମୂଳକ ଭାବରେ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ। ଉଡାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି କୁହାଯାଇପାରିବ। ଆଜି ରାଜଧାନୀ…

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ କିଏ କିଏ ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ପହଞ୍ଚିଛନ୍ତି ଓଡ଼ିଶା ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଅରୁଖାଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୫ ଜଣ ବିଧାୟକ ରାଷ୍ଟ୍ରପତି ଭବନ ଯାଇଥିବା ସୂଚନା ମିଳିଛି । ନବନିର୍ବାଚିତ…