Browsing Category
Top Stories
ଦୁର୍ବଳ ହେଉଛି ମୌସୁମୀ ବାୟୁ: ୫ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ, କଲବଲ ହେବେ ଲୋକ
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଯେଉଁ ସମୟରେ ପ୍ରବଳ ବର୍ଷା ହେବା କଥା ସେହି ଧାରା ଶ୍ରାବଣରେ ମୌସୁମୀ ଉଭାନ ହୋଇଯାଇଛି । ଟାଣ୍ ଖରାରେ ଡହଳବିକଳ ହେଉଛନ୍ତ ରାଜ୍ୟବାସୀ । ଯେଉଁ ସମୟରେ ଲଗାଣ ବର୍ଷା ଲାଗି ରହିବା କଥା…
ଜଟିଳ ହେଉଛି ତାଇୱାନ ବିବାଦ, ପୁଣି ଆମେରିକାକୁ ନାଲି ଆଖି ଦେଖାଇଲା ଡ୍ରାଗନ୍, ଚୀନ ନିରବ ରହିବ ନାହିଁ…
ନୂଆଦିଲ୍ଲୀ : ଚୀନ୍ ପୁଣି ଥରେ ଆମେରିକାକୁ ଚେତାବନୀ ଦେଇଛି ଯେ ଯଦି ନାନସୀ ପେଲୋସି ତାଇୱାନ ଯାଆନ୍ତି, ତା’ହେଲେ ଚୀନ ନିରବ ରହିବ ନାହିଁ । ରବିବାର ଆମେରିକା ବିଦେଶ ସଚିବ ଜାଓ ପେଲୋସି ଏସିଆର ଚାରିଟି ଦେଶ ଗସ୍ତକୁ…
ରାତିର ଅନ୍ଧାରରେ ଅଲକାଏଦା ନେତାକୁ ସବୁଦିନ ପାଇଁ ଶୁଆଇଦେଲା ଆମେରିକା: ଏପରି କଲା ‘The End’
ୱାଶିଂଟନ: ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନେତା ଆୟମାନ ଅଲ ଜୱାହିରିଙ୍କୁ ନିହତ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ…
ରାଜଧାନୀରେ ଚିହ୍ନଟ ହେଲା ଆଉ ଏକ ମଙ୍କିଫକ୍ସର ମାମଲା
ନୂଆଦିଲ୍ଲୀ:ବଢ଼ିଲା ମଙ୍କି ଫକ୍ସ ମାମାଲା । ଦିଲ୍ଲୀରୁ ଚିହ୍ନଟ ହେଲା ଆଉ ଏକ ମଙ୍କିଫକ୍ସ ମାମଲା । ସୂଚନା ଅନୁସାରେ ଦିଲଫଲୀର ୩୫ ବର୍ଷୀୟ ନାଇଜେରିଆନ ବ୍ୟକ୍ତି ମଙ୍କି ଫକ୍ସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ମିଳିଥିବା…
ଜନ୍ମାଷ୍ଟମୀରେ ବରଷିବ କୃଷ୍ଣଙ୍କ କୃପା: ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଅର୍ପଣ କରନ୍ତୁ ଏହି ଜିନିଷ
ଓଡିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ଦିନ ରୋହିଣୀ ନକ୍ଷତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ…
ରାଶିଫଳ(ମଙ୍ଗଳବାର,୦୨ ଅଗଷ୍ଟ,୨୦୨୨)
ମେଷ - ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ଉନ୍ନତି ସହ ଶାନ୍ତି…
ବିବାଦ ବଢ଼ିବା ପରେ କ୍ଷମା ମାଗିଲେ ମହରାଷ୍ଟ୍ର ରାଜ୍ୟପାଳ, କହିଲେ …
ମୁମ୍ବାଇ: ଦେଇଥିବା ବୟାନକୁ ନେଇ ବଢ଼ୁଥିବା ବିବାଦକୁ ଦେଖି ମହାରାଷ୍ଟ୍ର ରାଜ୍ୟପାଳ ଏବେ ମୁମ୍ବାଇ ଜନତାଙ୍କୁ କ୍ଷମା ମାଗିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟରୀ ସୋମବରା ଏକ କ୍ଷମାପତ୍ର ଜାରି କରି ରାଜ୍ୟର…
ଡିଓଡୋରାଣ୍ଟ ଆପଣଙ୍କ ସ୍ତନକୁ କ୍ଷତି ପହଞ୍ଚାଇପାରେ କି? ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଅନେକ ମହିଳା ବିଶେଷକରି ଗ୍ରୀଷ୍ମ ଋତୁରେ, ପ୍ରତିଦିନ ଆଣ୍ଟିପରସ୍ପିରାଣ୍ଟ ଏବଂ ଡିଓଡୋରାଣ୍ଟ ବ୍ୟବହାର କରନ୍ତି। ଏହି ଉତ୍ପାଦଗୁଡିକ ଝାଳ ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ, କିନ୍ତୁ ଏହା ପ୍ରାୟତଃ ଲୋକମାନେ…
୩୦ ପ୍ରତିଶତ ଶସ୍ତା ହୋଇଯିବ ବସ୍ ଟିକେଟ୍, ନିତିନ ଗଡକରୀ କହିଲେ ପ୍ଲାନ୍
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଇନ୍ଧନର ବ୍ୟବହାର କମ୍ କରିବା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ବିଜୁଳିରେ ପରିଚାଳିତ ବସ୍ ରେ ଯାତ୍ରୀଙ୍କ…
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, କମିଟି ଗଠନ କଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିବା ପରେ । ଏବେ ଏହାକୁ ନେଇ ବାଚସ୍ପତି ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଦରମା ଓ ଭତ୍ତା ବୃଦ୍ଧି ନେଇ ଅନୁଧ୍ୟାନ କରିବା ପରେ…