Browsing Category

Top Stories

ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ: ମଦ ଉପରେ ରିହାତି ଶେଷ

ନୂଆଦିଲ୍ଲୀ: ଏଣିକି କେବଳ ସରକାରୀ ଦୋକାନରେ ବିକ୍ରି ହେବ ମଦ। ସରକାରଙ୍କ ଏହି ଘୋଷଣା ପରେ ମଦ ଦୋକାନ ଆଗରେ ଲାଗିଛି ଗ୍ରାହକଙ୍କ ଭିଡ। ଦିଲ୍ଲୀର ସିମାଠାରୁ ଆରମ୍ଭ କରି ଅଭ୍ୟନ୍ତରିଣ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭିଡ…

ଶସ୍ତାରେ କିଣନ୍ତୁ ଟିଭି, ଫ୍ରିଜ୍ ଏବଂ ସ୍ମାର୍ଟଫୋନ୍: ୮୦% ରିହାତି ଦେଉଛି ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ୍ ଡେ ବିକ୍ରି ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ଏପର୍ଯ୍ୟନ୍ତ ବିକ୍ରୟ ତାରିଖ ଘୋଷଣା କରିନାହିଁ। ତେବେ ଏହାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଫ୍ଲାଟ ରିହାତି…

ଧର୍ମନାମରେ କିଛି ଲୋକ ଦେଶରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରୁଛନ୍ତି, NSA ଡୋଭାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କିଛି ଲୋକ ଧର୍ମ, ବିଚାରଧାରା ନାମରେ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଗାଡ଼ୁଛନ୍ତି । ତେଣୁ ଜନସାଧାରଣଙ୍କୁ ଏଭଳି ଅଶାନ୍ତି ସୃଷ୍ଟି କରୁଥିବା ଦୁଷ୍ଟ ଶକ୍ତିଙ୍କ ପ୍ରତି ସତର୍କ ରହିବା ଜରୁରୀ । ଦିଲ୍ଲୀରେ…

ସ୍ୱର୍ଣ୍ଣ ଜିତିଲେ ମିରବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ୪ ପଦକ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ମିରବାଇ ଚାନୁ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିବସ…

ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍‌ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍‌ରେ ଦେଖିବାକୁ ମିଳୁଛି ।…

ରେଷ୍ଟୁରାଣ୍ଟ ଯେଉଁଠାରେ ଖାଇବା ପରେ ଚାଟିବାକୁ ପଡ଼େ, କାନ୍ଥ ଜାଣନ୍ତୁ କେଉଁଠି…

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ଅଛି, ଯାହା ନିଜ ସ୍ୱତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ସୁସ୍ୱାଦ୍ୟୁ କିମ୍ବା ଭିନ୍ନ ଖାଦ୍ୟ ହେଉ କିମ୍ବା ହେଉ ଅବା ନିଜର ଭିନ୍ନ କଲଚରକୁ ନେଇ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ…

କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ…

(Video) ପର୍ଯ୍ୟଟକ ଆସିଥିଲେ ଚିଡ଼ିଆଖାନା ବୁଲିବାକୁ, ଗୋରିଲା କଲା ଏମିତି…

ଆପଣ ନିଶ୍ଚୟ ଚିଡ଼ିଆଖାନା ବା' ‘ଜୁ’ ବୁଲିବାକୁ ଯାଇଥିବେ । ଏହି ଚିଡ଼ିଆଖାନା ରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବାକୁ ପାଇବେ । ସବୁ ପ୍ରାଣୀଙ୍କୁ ଦେଖିବାରେ ଏକ ଭିନ୍ନ ମଜା ମଧ୍ୟ ଥାଏ । ସେ ହାତୀ ହେଉ କି…

୩ କଂଗ୍ରେସ ବିଧାୟକ ଗିରଫ: ଗାଡ଼ିରୁ ମିଳିଲା ଟଙ୍କାର ପାହାଡ଼, ଆସିଲା ନୋଟ୍ ଗଣିବା ମେଶିନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ । ପୋଲିସ ସେମାନଙ୍କ ଗାଡ଼ିରୁ ଟଙ୍କାର ପାହାଡ଼ ଜବତ କରିଛି । ତେଣୁ ନୋଟ୍ ଗଣିବା ମେଶିନ୍ ମଗାଯାଇଛି । ତେବେ ତିନି ଜଣ ବିଧାୟକ ହେଉଛନ୍ତି…

ଆମେରିକୀୟ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁଶାଇଲେ ଭିନ୍ନ ଦଣ୍ଡ, ବାଣ୍ଟିବାକୁ ହେବ ୨୦୦ ସାନିଟାଇଜର

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଶୁଣାଇଛନ୍ତି । ଦିଲ୍ଲୀରୁ ଚିକାଗୋ ଯାତ୍ରା କରୁଥିବା ଏହି ଆମେରିକୀୟ ବ୍ୟକ୍ତିଙ୍କୁ ପୋଲିସ ଏୟାରପୋର୍ଟରୁ ଗିରଫ କରିଥିଲା ।…