Browsing Category
Top Stories
(Video) ପୁଣି ସାମ୍ନାକୁ ଆସିଲେ ବାବୁସାନ, ପରିବାର ସହ ଜନ୍ମଦିନ ପାଳିବା ନେଇ ଦେଲେ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାବୁସାନ-ତୃପ୍ତି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ବାବୁସାନ ଏବଂ ପ୍ରକୃତି କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି…
୧୩୦ କୋଟିର ହେରୋଇନ୍ ଜବତ, ଦେଶରେ ଅବୈଧ କାରବାର ଚଳାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍
ଦିଲ୍ଳୀ ପୋଲିସ ଏବଂ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ମିଳିତ ଭାବରେ ଏକ ବଡ଼ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛନ୍ତି । ୧୩୦ କୋଟିର ହେରୋଇନ ଜବତ କରାଯାଇଛି । ଚାରି ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଛି । ଜଣେ…
ମିଶ୍ରଣ ହୋଇଯିବ OLA-Uber!
ନୂଆଦିଲ୍ଲୀ: କ୍ୟାବ କମ୍ପାନୀ ଓଲା ଓ ଉବରକୁ ନେଇ ଏକ ନୂଆ ସୂଚନା ଆସିଛି । ଦୁଇ କମ୍ପାନୀ ମିଶ୍ରଣ ହୋଇଯିବେ ବୋଲି ଚର୍ଚ୍ଚା ହେଉଛି । ତେବେ କୌଣସି ମିଶ୍ରଣ ହେଉ ନଥିବା ନେଇ ଓଲାର ଫାଉଣ୍ଡର ଭାବିଶ ଅଗ୍ରୱାଲ ସ୍ପଷ୍ଟ…
ଚଳିତ ବର୍ଷ ହେବ ନାହିଁ CT ପ୍ରବେଶିକା ପରୀକ୍ଷା, ଦଶମ ଓ ଦ୍ୱାଦଶ ମାର୍କ ଆଧାରରେ ହେବ ଆଡମିଶନ, ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଲା SCERT
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ସିଟିରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ହେବ ନାହିଁ । ମାଟ୍ରିକ ଓ ଯୁକ୍ତଦୁଇ କ୍ୟାରିୟର ମାର୍କ ଆଧାରରେ ଅନୁଷ୍ଠିତ ହେବ । ସିଟିରେ ନାମଲେଖା ପାଇଁ (ରାଜ୍ୟ ପରିଷଦ…
୨୩ ହଜାର ମାଗଣା ଅନଲାଇନ କୋର୍ସ, ୟୁଜିସିର ଏହି ଯୋଜନାର କେହିବି ନେଇପାରିବେ ଲାଭ
ୟୁଜିସି ଦ୍ୱାରା ମାଗଣାରେ ଉଚ୍ଚଶିକ୍ଷା କୋର୍ସର ଆରମ୍ଭ କରାଯାଉଛି । ଏଥିରେ ୨୩ ହଜାରରୁ ଅଧିକ ଉଚ୍ଚଶିକ୍ଷା ପାଠ୍ୟକ୍ରମ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସୁରକ୍ଷା ଏବଂ ଚାଇଲ୍ଡହୁଡ୍ କେୟାର ଉପରେ…
ମାଲୟାଲମ୍ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ
ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ଦେହାନ୍ତ ହୋଇଥିଲା । ତେବେ ପୁଣି ଜଣେ ଅଭିନେତା ଚଳଚ୍ଚିତ୍ର ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ…
୨୦୨୦ ରେ ଦେଶରେ ରୁଜୁ ହୋଇଛି ୪୭ ହଜାରରୁ ଅଧିକ ପକ୍ସୋ ଆକ୍ଟ, ଫାଷ୍ଟ ଟ୍ରାକ୍ କୋର୍ଟ ବଢ଼ାଇବା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶରେ ଶିଶୁଙ୍କ ଉପରେ ଯୌନ ଶୋଷଣ ମାମଲା ଉପରେ ଲଗାମ ଲଗାଇବା ମୁସ୍କିଲ ହୋଇପଡ଼ିଛି । ୨୦୨୦ ରେ ପକ୍ସୋ ଆକ୍ଟ ଅନୂଯାୟୀ ପ୍ରାୟ ୪୭ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ସରକାର ଶୁକ୍ରବାର ଲୋକସଭାରେ ଏହି…
ରସିକିଆ ସାପ ୱାନ୍ ସାଇଡ୍ ଲଭ୍ କରୁଥିଲା ନା କ’ଣ, ଲେଡିଜଙ୍କ ବିଚ୍ ଟାୱେଲ କ’ଣ ପାଇଁ ଗିଳିଥିଲା, ଏଇଟା ତ ଖାଦ୍ୟ ନୁହେଁ
ନୂଆଦିଲ୍ଲୀ: ବେଳେବେଳେ ଜୀବଜନ୍ତୁଙ୍କ କିଛି ଅଜବ କାରନାମାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ସାପ ପେଟରୁ ବାହାରିଥିଲା ଲେଡିଜଙ୍କର ଏକ ବିଚ୍ ଟାୱେଲ । ୪୫ ସେକେଣ୍ଡର ଉକ୍ତ ଭିଡିଓକୁ ୧.୪ କୋଟିରୁ…
ବୋତଲରେ ଦେଲେ ନାହିଁ ପେଟ୍ରୋଲ, ଗାଡ଼ି ଟାଙ୍କି ନେଇଆସିଲେ ସାଇକେଲରେ
ଅନେକ ସମୟରେ ଯଦି ବାଇକ୍ କିମ୍ବା ଗାଡ଼ିରୁ ତେଲ ସରିଯାଏ, ତେବେ ଆପଣ ହୁଏତ କୌଣସି ଏକ ବୋତଲ କିମ୍ବା ଡବାରେ ପେଟ୍ରୋଲ କିମ୍ବା ଡିଜେଲ ଆଣି ଗାଡ଼ିରେ ପକାଇଥାନ୍ତି । କିନ୍ତୁ ବେଳେବେଳେ ଏଭଳି କିଛି ପେଟ୍ରୋଲ ପମ୍ପରେ…
(Video) କ୍ଲାସରେ ସାର୍ଟ ଖୋଲି ଘୁଙ୍ଗୁଡ଼ି ମାରୁଛନ୍ତି ମାଷ୍ଟ୍ରେ, ପିଲାମାନେ ସ୍କୁଲକୁ କରି ଦେଲେଣି ଗାଈ ଗୁହାଳ
ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ସ୍କୁଲ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ଭିଡିଓ ପୁଣି ଥରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ଜଣେ…