Browsing Category
Top Stories
ଦେଶରେ ମିଳୁଥିବା ମଙ୍କିପକ୍ସର ଷ୍ଟ୍ରେନ୍ ସୁପର ସ୍ପ୍ରେଡର କି? ଜିନୋମ ସିକ୍ୱେନ୍ସିଂରେ ହେଲା ଖୁଲାସା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ପାଇଁ ମଙ୍କିପକ୍ସ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ ଭାରତର ଲୋକଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର, କାରଣ ଦେଶରେ ମିଳୁଥିବା ମଙ୍କିପକ୍ସ ଭାଇରସର ଷ୍ଟ୍ରେନ ସୁପର ସ୍ପ୍ରେଡର ନୁହେଁ…
ବଳାତ୍କାର ମାମଲାରେ ବୈବାହିକ ସ୍ଥିତି ବିଷୟରେ ମିଛ କହିଥିବା ବ୍ୟକ୍ତିଙ୍କୁ ମିଳିବନି ଛାଡ଼୍: ହାଇକୋର୍ଟ
ମୁମ୍ବାଇ: ବଳାତ୍କାର ମାମଲାରେ ବୈବାହିକ ସ୍ଥିତିକୁ ନେଇ ମିଛ କହିଥିବା ବ୍ୟକ୍ତିଙ୍କୁ କୌଣସି ରିଲିଫ୍ ମିଳିବନି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ନିଜକୁ ଅବିବାହିତ କହି ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଶାରୀରିକ…
ପିଏମ୍ କିସାନ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡିବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ବର୍ଷ ଛଅ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ ।…
୨୪ ବର୍ଷ ପରେ କମନୱେଲଥ ଗେମ୍ସକୁ ଫେରିଲା କ୍ରିକେଟ୍; ପ୍ରଥମ ମ୍ୟାଚରେ ଆଜି ଭାରତ-ଅଷ୍ଟ୍ରେଲିଆ ହେବେ ମୁହାଁମୁହିଁ
ନୂଆଦିଲ୍ଲୀ: ବର୍ମିଂହାମ୍ରେ ୨୨ତମ କମନୱେଲଥ ଗେମ୍ସ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଘାଟନ ହୋଇଯାଇଛି। କମନୱେଲଥ ଗେମ୍ସରେ ଆଜି ଭାରତ ଏହାର ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍ ଗୁଡ଼ିକ ଆରମ୍ଭ କରିବ। ଏଥିରେ ଚଳିତ ସଂସ୍କରଣରେ…
ରାଶିଫଳ(ଶୁକ୍ରବାର,୨୯ ଜୁଲାଇ,୨୦୨୨)
ମେଷ- ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟ ରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ…
ବିଦ୍ୟୁତ୍ ବିଲକୁ ନେଇ ଚିନ୍ତିତ କି ? ମିଟରରେ ଫିଟ୍ କରନ୍ତୁ ଏହି ୨୦୦ ଟଙ୍କିଆ ଡିଭାଇସ୍, ଅଧାରୁ କମ୍ ହୋଇଯିବ ବିଲ୍
ନୂଆଦିଲ୍ଲୀ: ଖରା ଓ ବର୍ଷା ଦିନରେ ବିଦ୍ୟୁତର ବ୍ୟବହାର ବଢିଯାଏ । ଖରା ଦିନ ବ୍ୟତୀତ ବର୍ଷା ଦିନରେ ମଧ୍ୟ ACର ବହୁଳ ବ୍ୟବହାର କରାଯାଉଛି । ଏଭଳି ପରିସ୍ଥିତି ଲୋକମାନେ ବିଦ୍ୟୁତ ବିଲକୁ ନେଇ ଚିନ୍ତାରେ ପଡିଛନ୍ତି । ଯଦି…
ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ଓପିଏସସି, ଜାଣନ୍ତୁ କେବେ
କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ୨୦୨୧ ପାଇଁ ପ୍ରଥମ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଅକ୍ଟୋବର ୧୬, ୨୦୨୨ ରେ ଅନୁଷ୍ଠିତ ହେବ। ଓପିଏସ୍ସି…
(Video) ବାବୁସାନଙ୍କ ବଡ଼ ବୟାନ: କହିଲେ- ‘ପୋଲିସ ଡାକିଲେ ମୁଁ ଯିବି, ମୋ ପୁଅ ମୋ ପାଖକୁ ଆସିବ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର) ଷ୍ଟାର ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଣିଥରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଚେନ୍ନାଇରୁ ଭୁବନେଶ୍ୱର ଫେରି ସେ ନିଜ ବାପା…
ହ୍ୱାଟ୍ସଆପ୍ରେ ଆପଣଙ୍କର ଚାଟିଂ ଆଉ କେହି ପଢୁ ନାହାଁନ୍ତି ତ ? ଏହି ଉପାୟ ଜାଣନ୍ତୁ
ନୂଆଦିଲ୍ଲୀ: ଆଜିକାଲି ବିଶ୍ୱରେ ହ୍ୱାଟ୍ସଆପ୍ରେ ଚାଟିଂ କରିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲୋକେ ନିରାପଦ ଯୋଗାଯୋଗର ମାଧ୍ୟମ ବୋଲି ମାନନ୍ତି । ଏହି କାରଣରୁ ଲୋକମାନେ ଚାଟିଂ ସମୟରେ ସେମାନଙ୍କର ବୃତ୍ତିଗତ ତଥା…
ଭାଙ୍ଗିଗଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ: ମୁଣ୍ଡରେ ହାତ ଦେଲେ ଚାଷୀ
କାଲିମେଳା(ଓଡ଼ିଶା ଭାସ୍କର): ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଯାଇଛି । ୨୦ରୁ ୨୫ ଫୁଟ ଓସାରରେ ଭାଙ୍ଗିଯାଇଛି କେନାଲ ବନ୍ଧ । ୫୦ରୁ ୬୦ ଏକର ଚାଷଜମିରେ ମାଡ଼ିଯାଇଛି ପାଣି । ୫ ଫୁଟ ଉଚ୍ଚର ପାଣି ଧାନ ଚାଷଜମିରେ…