Browsing Category
Top Stories
ରାଶିଫଳ(ସୋମବାର,୧୦ ଜାନୁଆରୀ.୨୦୨୨)
ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ ସମ୍ପର୍କରେ…
ଭ୍ୟାକ୍ସିନ ସାର୍ଟିଫିକେଟ୍ରୁ ହଟିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ
ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟରେ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଏହି କାରଣରୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ…
ଏମ୍କେସିଏ କ୍ୟାରମ୍: ଗୌତମ ଏକକ, ଦାଦୁ-ବାପି ଯୁଗଳ ବିଜେତା
ଭୁବନେଶ୍ବର,(ଓଡ଼ିଶା ଭାସ୍କର):ମା' କାଳିଆଶନୀ କ୍ୟାରମ୍ ସଂଘ (ଏମ୍କେସିଏ) ଆନୁକୂଲ୍ୟରେ ଆୟୋଜିତ ଏମ୍କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାର…
ଇଣ୍ଟରନେଟରେ ଭାଇରାଲ ହେଉଛି ସବୁଠୁ ଦାମୀ ମିଠା: ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ପର୍ବପର୍ବାଣୀ ହେଉ କିମ୍ବା ବିବାହ ଉତ୍ସବ କିମ୍ବା ଅନ୍ୟ କୌଣସି ଉତ୍ସବ ହେଉ ମିଠା ନହେଲେ କାମ ଚଳେନି । ସବୁବେଳେ ମିଠାର ରହିଛି ଚାହିଦା । ଏମିତିରେ ଯଦି କୌଣସି ମିଠର…
କାର୍ଯ୍ୟାଳୟ ଆସିବେ ନାହିଁ ଗର୍ଭବତୀ ଏବଂ ଦିବ୍ୟାଙ୍ଗ, ୫୦ ପ୍ରତିଶତ କର୍ମଚାରୀ କରିବେ ଓ୍ଵାର୍କ ଫ୍ରମ ହୋମ୍: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ଆଉ ଅଫିସ ଆସିବାକୁ ପଡିବ ନାହିଁ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।…
ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍; ଓଡ଼ିଆ ସିନେମା ରୁଦ୍ରାଣୀର ଶୁଭ ମହୁରତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ନିଜର ଅଭିନୟରେ ବଳରେ ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି ଏହି ଅଭିନେତ୍ରୀ । ବିବାହ ପରେ…
ଘରେ ଝିଅ ଥିଲେ ମୋଦୀ ସରକାର ମାସକୁ ଦେବେ ୨ ହଜାର ଟଙ୍କା: ଜାଣନ୍ତୁ କଣ ରହିଛି ଭାଇରାଲ ଖବର ପଛର ସତ୍ୟତା
ନୂଆଦିଲ୍ଳୀ: ଘରେ ଝିଅ ଥିଲେ ମାସକୁ ମିଳିବ ୨ ହଜାର ଟଙ୍କା । ମୋଦୀ ସରକାରଙ୍କ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବା ନେଇ ଖବର ପ୍ରକାଶ ପାଇଥିଲା । ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ବେଶ ଭାଇରାଲ…
୮୯ ତମ ଏଟିପି ଟୁର୍ ଟାଇଟଲ୍ ଜିତିଲେ ନାଡାଲ: ୨୧ତମ ଗ୍ରାଣ୍ଡସ୍ଲାମ ଲକ୍ଷ୍ୟ
ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ ନାଡାଲ ଆଉ କୀର୍ତ୍ତିମାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବାକୁ ଯାଉଥିବା ନାଡାଲ ନିଜ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଲକ୍ଷ୍ୟରେ…
ସାଧାରଣ ଉପଭୋକ୍ତାଙ୍କୁ ଝଟକା! ମହଙ୍ଗା ହେଲା ଏସି, ଫ୍ରିଜ୍: ୧୦ % ବଢ଼ିବ ୱାସିଙ୍ଗ ମେସିନ ଦାମ୍
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । କଞ୍ଚା ମାଲ ଏବଂ ପରିବହନ ଚାର୍ଜରେ ବୃଦ୍ଧି କାରଣରୁ ବଢ଼ିଛି ଏସି ଫ୍ରିଜ୍ ଭଳି ଘରୋଇ ଉପକରଣର ମୂଲ୍ୟ । ସେହିଭଳି ୱାସିଙ୍ଗ ମେସିନରେ ମଧ୍ୟ ଚଳିତ ମାସ କିମ୍ବା…
ବାଣୀବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ବାଇକ୍ ଆରୋହୀ ମୃତ
ଭୁବନେଶ୍ୱର: ବାଣୀବିହାରରେ ଓଭରବ୍ରିଜରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ । ୨ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ସହିଦନଗର ପୋଲିସ ।