Browsing Category
Top Stories
ଏହି ବର୍ଷ ଜାପାନ ଅର୍ଥନୀତିକୁ ଟପିଯିବ ଭାରତ: ଜାଣନ୍ତୁ କେତେ ରହିବ ଭାରତର ଆୟ
ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ୱିତୀୟ ବୃହତ୍ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ । ଲଣ୍ଡନଭିତ୍ତିକ ଆଇଏଚଏସ…
ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ: ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ପାଇବେ ଲାଭ
ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ…
କୋଭିଡ କଟକଣାକୁ ଫୁ: ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼
ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବଢିଲା ଅଙ୍ଗନବାଡି କର୍ମୀଙ୍କ ପେନସନ୍ ଓ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡୀ…
ଲିଙ୍ଗଗତ ତାରତମ୍ୟକୁ ଅତିକ୍ରମ କରି ପାଲଟିଲେ ରାଜ୍ୟର ପ୍ରଥମ ମହିଳା ସାପ ଧରାଳି: ହାପି ବର୍ଥଡେ ସିଲକା ସଲୋନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଓଡିଶାର ପ୍ରଥମ ମହିଳା ସାପଧରାଳି ସିଲକା ସେଲୋନୀଙ୍କ ଜନ୍ମଦିନ । ତାଙ୍କ ନାଁ’ ଯେମିତି ନିଆରା, ତାଙ୍କ କାମ ମଧ୍ୟ ସେମିତି ନିଆରା । ଅନୁଗୁଳ ଜିଲ୍ଲାର ଝିଅ ସିଲକା ପ୍ରକୃତିକୁ…
ହେଲିକପ୍ଟରର ସନ୍ଦେହଜନକ ଉଡ଼ାଣ: ଭୟଭୀତ ହେଲେ ସ୍ଥାନୀୟ ଲୋକ
ପାରଳାଖେମୁଣ୍ଡିରେ ଏକ ହେଲିକପ୍ଟରର ସନ୍ଦେହଜନକ ଉଡ଼ାଣକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ଶନିବାର ସନ୍ଧ୍ୟା ସମୟରେ ଏକ ହେଲିକପ୍ଟର ଅଚାନକ ଲ୍ୟାଣ୍ଡିଂ ଉଦ୍ୟମ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ ,…
ଜ୍ୟାକଲିନ-ସୁକେଶଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ: ବେକରେ ରହିଛି Love Bite
ମୁମ୍ବାଇ: ୨୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି । ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ…
(ଭିଡିଓ) ହାତରୁ ଲିଭିନି ମେହେନ୍ଦୀ, ମଥାରୁ ଲିଭିଗଲା ସିନ୍ଦୂର: ଯବାନ ସ୍ୱାମୀଙ୍କୁ ହରାଇ କାନ୍ଦୁଛି ପତ୍ନୀ
ଯବାନଙ୍କ ଅକସ୍ମାତ ମୃତ୍ୟୁରେ ଶାନ୍ତ ପଡ଼ି ଯାଇଛି ଗାଁ ଦାଣ୍ଡ । ଚାରିଆଡ଼େ ଖେଳି ଯାଇଛି ଦୁଃଖ । ସାହି ପଡ଼ିଶା ମର୍ମାହତ ହୋଇପଡ଼ିଛନ୍ତି ଗାଁର ଯବାନ ପୁଅକୁ ହରାଇ । ଯବାନଙ୍କ ମୃତ୍ୟୁରେ ତାଙ୍କ ଦେଶସେବାକୁ ମନେ ପକାଇବା…
ଡ୍ରୋନ ଦ୍ୱାରା ଡେଲିଭରି ହେବ ସାମଗ୍ରୀ: ଏହି ୪ ସହରରେ ହେବାକୁ ଯାଉଛି ଆରମ୍ଭ
ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ ଦ୍ୱାରା ସାମଗ୍ରୀ ପହଞ୍ଚାଇବା ସେବା । ଅର୍ଥାତ୍ ଏଣିକି ଡ୍ରୋନ୍ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଆପଣ ଅର୍ଡର କରିଥିବା ଜିନିଷ । ଲାଷ୍ଟ ମାଇଲ ଡେଲିଭରି…
୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ: ୧୦ ଫେବୃୟାରୀରୁ ୟୁପିରେ ମହାସମର, ପୋଲିଂ ସମୟ ବଢିଲା ୧ ଘଣ୍ଟା
ନୂଆଦିଲ୍ଳୀ: ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରେସ ମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସମୁଦାୟ ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ…