Browsing Category

Top Stories

ରାଜନୀତିରେ ଯୋଗଦେବା ନେଇ ଏମିତି କହିଲେ ସୋନୁ

ନୂଅଦିଲ୍ଲୀ: ପଞ୍ଜାବରେ ଆଗକୁ ନିର୍ବାଚନ ହେବାକୁ ଥିବାବେଳେ । ବଲିଉଡ ଅଭିନେତା ସୋନୁ ସୁଦ କୌଣସି ରାଜନୈତିକ ଦଳରେ ଯୋଗଦେଉନଥିବା ନେଇ ମନା କରିଦେଇଛନ୍ତି । ତେବେ ତାଙ୍କ ଭଉଣୀ ରାଜନୀତିରେ ପ୍ରବେଶ କରୁଥିବା ନେଇ ଘୋଷଣା…

ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଖୁସି ମନାଇବା ପଡ଼ିଲା ମହଙ୍ଗା: ଉତକ୍ଷିପ୍ତ ହୋଇ ସ୍ତ୍ରୀ ଓ ଶାଶୂଙ୍କ ନାମରେ FIR ଦାଖଲ କଲେ ଯୁବକ

ନୂଆଦିଲ୍ଲୀ: ଭାରତରେ ରହି ପାକିସ୍ତାନ ବିଜୟ ଉତ୍ସବ ପାଳନ କରିବା ଉତ୍ତରପ୍ରଦେଶର ଦୁଇଜଣ ମହିଳାଙ୍କୁ ମହଙ୍ଗା ପଡ଼ିଛି । ଗତ ମାସରେ ପାକିସ୍ତାନ ଭାରତକୁ ଟି-୨୦ ବିଶ୍ୱକପରେ ପରାସ୍ତ କରିଥିଲା । ଏହାପରେ ରାବିଆ ଶାମସୀ ଓ…

ବିହାରରେ ନକ୍ସଲଙ୍କ ତାଣ୍ଡବ: ପରିବାରର ୪ ଜଣଙ୍କୁ ଫାଶୀ ଲଗାଇ କଲେ ହତ୍ୟା, ପୋଷ୍ଟର ଛାପି ଲେଖିଲେ- ପ୍ରତିଶୋଧ ନେଲୁ…

ନୂଆଦିଲ୍ଲୀ: ବିହାରରୁ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ଏଠାରେ ନକ୍ସଲଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଡୁମରିୟା ଅଞ୍ଚଳର ମୌନବାର ଗାଁରେ ନକ୍ସଲ୍ ମାନେ ୪ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଦେଇଛନ୍ତି । ତେବେ ଏହି…

ପୁଣି ଅଡ଼ୁଆରେ ଶିଳ୍ପା ସେଟ୍ଟୀ-ରାଜ୍ କୁନ୍ଦ୍ରା, ଦୁହିଁଙ୍କ ଉପରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ବ୍ୟବସାୟୀ ରାଜ୍ କୁନ୍ଦ୍ରା ପୁଣିଏକ ଅଡ଼ୁଆରେ ପଡ଼ିଛନ୍ତି । ସେମାନଙ୍କ ଉପରେ ୧.୫୧ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଅଣାଯାଇଛି । ଏନେଇ ମୁମ୍ବାଇ ବାନ୍ଦ୍ରା…

ଏବେ ଦିଲ୍ଲୀରେ ଆରମ୍ଭ ହେଲା, ଆଗକୁ ବିଭିନ୍ନ ରାଜ୍ୟରେ ଲାଗୁ ହୋଇପାରେ ଲକଡାଉନ୍: କରୋନାଠାରୁ କିଛି କମ୍ ମାରାତ୍ମକ ନୁହେଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନିମ୍ନ ସ୍ତରରେ ରହିଛି । ତେଣୁ ପରିସ୍ଥିତି ଅତି ଜଟିଳ ହେବା ପୂର୍ବରୁ ସେଠାରେ ଲକଡାଉନ ଲାଗୁ ସମ୍ଭାବନା ଦେଖାଦେଇଛି । ସେଥିପାଇଁ ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ…

Zika Virus: ଆଇସୋଲେସନରେ ରହିବେ ଜିକା ଭାଇରସ୍ ସଂକ୍ରମିତ, ହେବ କଣ୍ଟେନମେଣ୍ଟ ଜୋନ୍

ଲଖନଉ: କରୋନା ଭାଇରସ୍ ପରେ ଏବେ ଦେଶକୁ ଡରାଇଲାଣି ଜିକା ଭାଇରସ୍ । ଦେଶର ବିଭିନ୍ନ ରାଜ୍ୟରେ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କାନପୁର ପରେ ଏବେ ରାଜଧାନୀ ଲଖନଉରେ ଜିକା ଭାଇରସ୍ ର…

ଖୁସି ଖବର: ଭାରତ ଯାତ୍ରା କରୁଥିବା ୫ ବର୍ଷର ପିଲାଙ୍କର ହେବନି କୋଭିଡ୍ ଟେଷ୍ଟ୍

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । କେନ୍ଦ୍ର…

ଘରେ ବସି ତିଆରି କରନ୍ତୁ ରାସନ କାର୍ଡ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣଙ୍କ ପାଖରେ ଅନେକ ପ୍ରକାରର ସରକାରୀ ଓ ବେସରକାରୀ ଦସ୍ତାବିଜ ରହିଥିବ ନିଶ୍ଚୟ । ଏଥିମଧ୍ୟରୁ ଗୋଟିଏ ଦସ୍ତାବିଜ ହେଉଛି ରାସନ କାର୍ଡ । ଏହି କାର୍ଡକୁ ବିଭିନ୍ନ ରାଜ୍ୟର ସରକାର ନିଜ ରାଜ୍ୟ…

୧୫ଟି ରାଜ୍ୟର ଉପନିର୍ବାଚନ ଫଳାଫଳ କି ସନ୍ଦେଶ ଦେଉଛି: ୨୦୨୨ର ୫ଟି ବିଧାନସଭା ନିର୍ବାଚନରେ ଘାଟାରେ ପଡ଼ିପାରେ ଭାଜପା, ପୁଣି ଚେଇଁ ଉଠିଲା…

ନୂଆଦିଲ୍ଲୀ: ନିକଟରେ ୩ଟି ଲୋକସଭା, ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି ବିଧାନସଭା ଆସନର ଉପନିର୍ବାଚନ ଫଳ ଆସିଛି । ଏହି ରେଜଲ୍ଟ ବିଶେଷ ଭାବେ କଂଗ୍ରେସ ଓ ବିଜେପି ପରି ଜାତୀୟ ଦଳର ହୃତସ୍ପନ୍ଦନକୁ ବଢ଼ାଇ ଦେଇଛି…

COP26: ଜଳବାୟୁ କୂଟନୀତିରେ ଭାରତକୁ ବଡ଼ ଜିତ୍, ଶେଷ ମୁହୂର୍ତ୍ତରେ ଦୁନିଆକୁ ମନାଇବାରେ ହେଲା ସଫଳ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ରୋକିବା ଲକ୍ଷ୍ୟରେ ଗ୍ଲାସ୍ଗୋରେ ଚାଲିଥିବା ମିଳିତ ଜାତିସଂଘର ସମ୍ମିଳନୀ କପ୍୨୬ ରେ ଭାରତ ଆନ୍ତର୍ଜାତୀୟ କୂଟନୀତି ସ୍ତରରେ ଏକ ବଡ଼ ବିଜୟ ହାସଲ କରିଛି। ଏଠାରେ ହୋଇଥିବା ସମ୍ମିଳନୀରେ…