Browsing Category

Top Stories

ରୟାଲ୍ସକୁ ହରାଇଲା ନାଇଟ ରାଇଡର୍ସ; ସଙ୍କଟରେ ମୁମ୍ବାଇର ପ୍ଲେ-ଅଫ ଆଶା

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସକୁ ଏକ ପାଖିଆ ଭାବରେ୮୭ ରନରେ ପରାସ୍ତ କରିବା ସହିତ ପ୍ଲେ ଅଫ୍ ଦାବିଦାରୀକୁ ଦୃଢ କରିଛି କୋଲକାତା ନାଇଟ ରାଇଡର୍ସ । ୧୭୨ ରନର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୮୫ ରନରେ ଅଲଆଉଟ…

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ

ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ…

ଟିପିସିଓଡିଏଲ୍ ବିରୁଦ୍ଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଆନ୍ଦୋଳନ

ଭୁବନେଶ୍ୱର: ଜିଲ୍ଲା କଂଗ୍ରେସ କମିଟି ତରଫରୁ ଟିପିସିଓଡିଏଲ ବିରୋଧରେ ଗଣ ଆନ୍ଦୋଳନ ।  ଗୁରୁବାର ପୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟିର ତରଫରୁ କରାଯାଇଥିଲା ଆନ୍ଦୋଳନା। କୋଭିଡ ସମୟରେ…

ମୋଦୀ ଶାସନକୁ ପୁରିଲା ୨ ଦଶନ୍ଧି; ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ ହଜାର ଟଙ୍କା

ନୂଆଦିଲ୍ଳୀ: କ୍ଷମତାରେ ୨ ଦଶନ୍ଧି ବା ୨୦ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏମିତି ଏକ ସୁବିଧା ଲଞ୍ଚ କରାଯାଇଛି ଯାହା ଦ୍ୱାରା ସାଧାରଣ ଲୋକ ୫୦ ହଜାର…

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଭ୍ୟ ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମାନଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ…

ମ୍ୟାଚ ପରେ Girlfriendକୁ ପ୍ରପୋଜ କଲେ ଏହି ଖେଳାଳି; ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଳୀ: ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ସମୟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭାରତୀୟ ଦଳର ଯୁବ ପେସ ବୋଲର…

ଗିଲଙ୍କ ଅର୍ଦ୍ଧଶତକ: Royal’s ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଓପ୍ନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୧୭୧ ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଶୁବମନ ଗିଲଙ୍କ ୫୬ ଓ ଭେଙ୍କଟେଶ ଆୟାରଙ୍କ ୩୮ ରନ ସହାୟତାରେ…

ଘରେ ଅଛି କି HP GAS ? ଏମିତି ଜିତିପାରିବେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା

ଯଦି ଆପଣଙ୍କ ଘରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଅର୍ଥାତ HPର ରୋଷେଇ ଗ୍ୟାସ ରହିଛି ତେବେ ଆପଣଙ୍କ ପାଇଁ ଏକ ଖୁସିଖବର । HP ଗ୍ୟାସ ଏହାର ଉପଭୋକ୍ତାଙ୍କ ପାଇଁ ଆଣିଛି ନବରାତ୍ରି ଗୋଲ୍ଡ ଅଫର ଆସିଛି । ଏହି ଅଫର ଅନୁଯାୟୀ ଆପଣ…

୨ଟି ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ହେଲେ ଦୋଷମୁକ୍ତ । ଅନ୍ୟତମ ଅଭିଯୁକ୍ତ…

ଘଣ୍ଟାକରେ ଲାଭ କଲେ ୯୧୩ କୋଟି; ଜାଣନ୍ତୁ କିଏ ଏହି Big Bull

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରର ବିଗ ବୁଲ୍ ଭାବରେ ପରିଚିତ ରାକେଶ ଝୁନଝୁନୱାଲା ମାତ୍ର ଘଣ୍ଟାକରେ ୯୧୩ କୋଟି ଟଙ୍କା ଲାଭ କରିଛନ୍ତି । ଗୁରୁବାର ଟ୍ରେଡିଂର ପ୍ରଥମ ସେସନରେ ଝୁନଝୁନୱାଲା ଏହି ଲାଭ ଉଠାଇଛନ୍ତି । ଟାଇଟନ…