Browsing Category
Top Stories
ସଙ୍ଗୀତରୁ ସୃଷ୍ଟି ହୁଏ ବର୍ଷା: କାରଣ ଜାଣିବାକୁ ପ୍ରୟାସ କରିବେ କେମ୍ବ୍ରିଜ ଛାତ୍ର
ନୂଆଦିଲ୍ଲୀ: ସଙ୍ଗୀତର ଖୁବ ଶକ୍ତି ଅଛି । ପ୍ରାଚୀନ କାଳରୁ ଏହା ପ୍ରମାଣିତ ହୋଇ ଆସିଥିବା ବେଳେ ରାଜସ୍ଥାନର କୃଷକମାନେ ଏବେ ବି ଏହାକୁ ମାନ୍ୟତା ଦେଇଛନ୍ତି । ସେଠାରେ ବର୍ଷାଋତୁରେ କମ ବର୍ଷା ହେଲେ କୃଷକମାନେ ଛତା ଧରି…
କୃଷକ ଆନ୍ଦୋଳନ ସମର୍ଥନରେ ମାଲକାନଗିରି ବନ୍ଦ ସଫଳ
ମାଲକାନଗିରି(ଓଡ଼ିଶା ଭାସ୍କର):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଆଜି ଅଣବିଜେପି ରାଜନୈତିକ ଦଳ ମାନଙ୍କ ତରଫରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ସହିତ ଗାଡି ଚଳାଚଳକୁ ବନ୍ଦ କରୁଥିବା…
୮୦ ଲକ୍ଷରୁ ଟଙ୍କାର ଗଂଜେଇ ଜବତ,୬ ଗିରଫ
ମାଲକାନଗିରି(ଓଡ଼ିଶା ଭାସ୍କର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ୬ଜଣ ଗଂଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଚିତ୍ରକୋଣ୍ଡା ଥାନାକର୍ମଚାରୀ ଏନ. ବିଶ୍ୱାଳ ଓ ତାଙ୍କ ଟିମ୍ ପେଟ୍ରୋଲିଂ…
ଏହି ୫ଟି ରାଶିର ଲୋକମାନେ ନିଜ ପାର୍ଟନରକୁ ଅଧିକ ଧୋକା ଦିଅନ୍ତି, ପଢ଼ନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟିଏ ରିଲେସନ୍ ରେ ସବୁପ୍ରକାରର ଖୁସି ଓ ସନ୍ତୁଷ୍ଟି ମିଳୁଥିଲେ ବି କିଛି ଏପରି ରହିଛନ୍ତି ଯେଉଁ ମାନେ ନିଜ ପାର୍ଟନର୍ କୁ ଧୋକା ଦେଇଥାନ୍ତି । ସେମାନଙ୍କ ପାର୍ଟନର୍ ସେମାନଙ୍କ ଦୁନିଆର ତମାମ…
ମହିଳାଙ୍କ ପାଇଁ ଖରାପ ଖବର; ନେଲ ପଲିଶ ଲଗାଉଥିଲେ ହେଇ ଯାଆନ୍ତୁ ସାବଧାନ
ନୂଆଦିଲ୍ଳୀ: ନେଲ ପଲିଶ ଏମିତି ଏକ ପ୍ରସାଧନ ସାମଗ୍ରୀ ଯାହା ସମସ୍ତ ମହିଳାଙ୍କ ଏକ ଶୃଙ୍ଗାର ସାମଗ୍ରୀ । ମହିଳା ମାନେ ନିଜକୁ ସଜାଇବା ପାଇଁ ନେଲ ପଲିଶର ବ୍ୟବହାର କରୁଥିବା ବେଳେ ଏହାର ଏକାଧିକ ପାଶ୍ୱର୍ ପ୍ରତିକ୍ରିୟା…
ଭୁବନେଶ୍ୱର କ୍ଲବ୍ ନିର୍ବାଚନ: ଅସିତ୍ ତ୍ରିପାଠୀ ସଭାପତି ନିର୍ବାଚିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକ ୪୯୮ ଭୋଟ ପାଇଛନ୍ତି ।…
ବହୁପ୍ରତୀକ୍ଷିତ ‘Sardar Udham’ର ଟିଜର୍ ଆଉଟ୍, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଭିକି
ମୁମ୍ବାଇ: ମହାନ୍ ସ୍ୱାଧୀନତା ସଂଗ୍ରାମୀ ସରଦାର୍ ଉଧମ ସିଂଙ୍କ ଜୀବନୀ ଉପରେ ଆଧାରିତ ବହୁପ୍ରତୀକ୍ଷିତ ଫିଲ୍ମ ସରଦାର୍ ଉଧମର ଅଫିସିଆଲ୍ ଟିଜର୍ ରିଲିଜ୍ ହୋଇଯାଇଛି । ଏଥିରେ ମୂଖ୍ୟ ଭୂମିକାରେ ଭିକି କୌଶଲଙ୍କୁ ଦେଖିବାକୁ…
ବହୁ ଚର୍ଚ୍ଚିତ ତୁଷାର ସାହୁ ମୃତ୍ୟୁ ମାମଲା: ୨ ଗିରଫ
କଟକ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ୍ । ଏହି…
ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବି କଲେ CJI
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନଭି ରମନା ରବିବାର ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ସପକ୍ଷରେ ମତ ପ୍ରକାଶ କରିଛନ୍ତି । ଏହା ସହ ଦେଶରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରୀଙ୍କ…
ଘୋଷଣା ହେଲା ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ; ଓଡ଼ିଶାର ୬ଟି ସ୍ଥାନରେ ହେବ ସେଣ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଡମିଟ କାର୍ଡ ଶନିବାରରୁ ଅନଲାଇନରେ ଉପଲବ୍ଧ ହୋଇଛି । ଜେଇଇ ମେନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା…