Browsing Category

Top Stories

ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର(ଓଡ଼ିଶା ଭାସ୍କର) : ବର୍ଷା ଯୋଗୁଁ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୭.୧୮ ମିଟର ରହିଛି ।…

ଟଙ୍କା ପାଇଁ କୋଟିପତି ଝିଅକୁ ପ୍ରେମଜାଲରେ ଫସାଇଲା ବାଉନ୍ସର୍ ପ୍ରେମିକ, ସେକ୍ସ ସମୟରେ ନେଇଗଲା ଜୀବନ

ନୂଆଦିଲ୍ଲୀ: ଆଜିକାଲିର ପ୍ରେମରେ ସବୁକିଛି ନାଟକ । କିଏ ଟଙ୍କା ପାଇଁ ତ ଆଉ କିଏ ପଦବୀ ପାଇଁ ପ୍ରେମ କରୁଛି । ସେହିଭଳି ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ପ୍ରେମିକାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।…

ଦଶମରେ ଗଣିତ ନଥିଲେ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପଢ଼ିନଥିଲେ ଯୁକ୍ତ ଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ । ବର୍ତ୍ତମାନ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଥିବା ବେଳେ…

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଗଲା ଜୀବନ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଡ୍ରେନରେ ଭାସି ୧୦ମ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଶ୍ୱନାଥପୁର ଥାନା…

ରାଶିଫଳ(ବୁଧବାର,୨୨ ସେପ୍ଟେମ୍ବର,୨୦୨୧)

ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ…

ନୂଆ ନୂଆ ପ୍ରେମ କରୁଥିଲେ ଏହି ୫ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ; ସମ୍ପର୍କ ସୁଦୃଢ ହେବ

ଆଜିକାଲି ଯୁବପିଢି ପ୍ରେମରେ ପଡିବା ସ୍ୱାଭାବିକ କଥା କିନ୍ତୁ ଅଧିକ ଯତ୍ନଶୀଳ ଗୁଣ ଯୋଗୁଁ ଅଧିକାଂଶ ସମୟରେ ଝଗଡା ହୋଇଥାଏ । ଯାହଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ତେଣୁ ଏ ବିଷୟରେ ଚାଣକ୍ୟ ତାଙ୍କ…

ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇନେଲେ କାର୍ତ୍ତିକ ତ୍ୟାଗୀ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ପରାସ୍ତ କରିବା ସହିତ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ୧୮୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପ୍ନର ଚମକ୍ରାର ବ୍ୟାଟିଂ…

ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ, ଅର୍ଶଦୀପଙ୍କୁ ୫ ୱିକେଟ: ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୮୬ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଯୁବ ବ୍ୟାଟ୍ସମ୍ୟାନ ମହିପାଲ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯସଶ୍ୱୀ ଜୟସ୍ୱାଲଙ୍କ ୪୯ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୮୫ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଏକଦା ୨୦୦…

ଗୋଟିଏ ଡାଳରୁ ୮୩୯ ଟମାଟୋ; ନ ଦେଖିଲେ ବିଶ୍ୱାସ କରିବେନି

ନୂଆଦିଲ୍ଲୀ:ପ୍ରାୟତଃ ଗୋଟିଏ ଟମାଟୋ ଗଛରେ ୫୦ରୁ ୬୦ଟି ଟମାଟୋ ଫଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଗୋଟିଏ ଡାଳରେ ୮୯୩ଟି ଟମାଟୋ ଫଳାଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଇଂଲଣ୍ଡର…

ପରବର୍ତ୍ତୀ ବାୟୁସେନା ମୁଖ୍ୟ ହେବେ ଭି ଆର ଚୌଧୁରୀ

ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ଭି ଆର ଚୌଧୁରୀ । ମଙ୍ଗଳବାର ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ବର୍ତ୍ତମାନ ଆର କେ ଏସ ଭଦୋରିଆ ଚିଫ୍…