Browsing Category
Top Stories
ବର୍ଗରରୁ ବାହାରିଲା ବିଛା, ଅଧା ଖାଇବା ପରେ ପଡ଼ିଲା ନଜର; ଭୟରେ ଦୌଡ଼ିଲେ ହସ୍ପିଟାଲକୁ
ଜୟପୁର: ବର୍ଗର ଅର୍ଡର୍ କରି ଖାଇବା ବେଳକୁ ସେଥିରୁ ବାହାରିଲା ବିଛା । ଜଣେ ଗ୍ରାହକ ଏଭଳି ଅଭିଯୋଗ ଆଣିବା ପରେ ରେଷ୍ଟୁରାଣ୍ଟରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ରାଜସ୍ଥାନର…
ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର କଣ ରହିଛି ଅର୍ଥ? ଜାଣନ୍ତୁ ରହସ୍ୟ
ଓଡ଼ିଶା ଭାସ୍କର ବ୍ୟୁରୋ: ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ୍ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ…
ପାଟଣାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବବି ଦାସ ଓ ସୁଶାନ୍ତ ସିଂଙ୍କ ସମୀକ୍ଷା
ପାଟଣାଗଡ଼(ଓଡ଼ିଶା ଭାସ୍କର):ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ , ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ…
IPL ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ…
ବିମାନ ଭିତରେ ଫୁଟବଲର୍ ରଖିଲେ ଯୌନ ସମ୍ବନ୍ଧ, ଏୟାର୍ ହୋଷ୍ଟେସ୍ କଲେ ଖୁଲାସା
ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଲୋକ ମାନେ ଆରାମ ଖୋଜିଥାନ୍ତି । ବ୍ରିଟେନ୍ ର ଜଣେ ଏୟାର୍ ହୋଷ୍ଟେସ୍ ଏକ ଖବରର ଖୁଲାସା କରିବାକୁ ଯାଇ କହିଛନ୍ତି ଯେ, ବ୍ରିଟେନ୍ ର ଜଣେ ଜଣାଶୁଣା ଫୁଟବଲର୍ ବିମାନରେ ଯାତ୍ରା…
ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲା; ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି ଗିରଫ
ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରିଙ୍କୁ ଗିରଫ କରିଛି । ମହନ୍ତ ନରେନ୍ଦ୍ର ଗିରି ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ…
ଚଷମା ପିନ୍ଧିଲେ ପାଇବେ ଚିଲ ଆଖି ପରି ଦେଖିବା କ୍ଷମତା: ବୈଜ୍ଞାନିକ କଲେ ଉଦ୍ଭାବନ
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଚାଲିଚଳନ ଏବଂ ଲାଇଫଷ୍ଟାଇଲ୍ ରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏସବୁର ପ୍ରଭାବ ମଣିଷର ଶରୀର ଉପରେ ବି ପଡ଼ୁଥିବା ଦେଖିବାକୁ ମିଳୁଛି । ଯେମିତିକି ଅଧିକ ସମୟ…
କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଛି ଜାମିନ । ଓଏସସସି ସଦସ୍ୟଙ୍କ ପିଏ ରହିଥିବା ବିରଞ୍ଚିଙ୍କୁ ମଙ୍ଗଳବାର ସର୍ତ୍ତମୂଳକ…
ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା, ୨ଟି କିସ୍ତିରେ ଆସିଛି ୩୮ ହଜାର
ବାଲେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ହୋଇଛି । ଅଭିଯୁକ୍ତଙ୍କୁ ଜେରା…
ଦୁଷ୍କର୍ମ ବଦଳରେ ଦୁଷ୍କର୍ମ: ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀକୁ ବଳାତ୍କାର କଲେ ଦୁଇଭାଇ
ଭୋପାଳ: ନାବାଳିକା ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀ ସହିତ ଦୁଇ ଭାଇ ମିଶି ଗଣବଳାତ୍କାର କରିଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ମଧ୍ୟପ୍ରଦେଶର ରୀବା ଜିଲ୍ଲାର ଗଡ…