CHARIDHAM
Browsing Category

Top Stories

INDIGOର ବଡ ଘୋଷଣା: ବିମାନବନ୍ଦରରେ ନଷ୍ଟ ହେବନି ଆପଣଙ୍କ ସମୟ, ସୁରକ୍ଷିତ ଭାବରେ ଘରେ ପହଞ୍ଚିବ…..

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଏଣିକି ବିମାନ ବନ୍ଦରରେ ଯାତ୍ରୀଙ୍କ ସମୟ ନଷ୍ଟ ହେବ ନାହିଁ । ଏ ନେଇ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଏକ ଅଫର ଲଞ୍ଚ କରାଯାଇଛି ।…

ଯଦି ନ୍ୟୁଜିଲାଣ୍ଡଠାରୁ ଆଫଗାନିସ୍ତାନ ପରାସ୍ତ ହୁଏ, ତେବେ କ’ଣ ହେବ ଟିମ୍ ଇଣ୍ଡିଆର ଅବସ୍ଥା?

ନୂଆଦିଲ୍ଲୀ: ଭାରତ ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟବରଣ କରିବା ପରେ ଦୁଇଟିରେ ବିଜୟଲାଭ କରି ତା’ର ଟ୍ରାକକୁ ଫେରିଛି । ବର୍ତ୍ତମାନ ଭାରତ ସେମିଫାଇାନାଲରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନ ଉପରେ…

ଜଳବାୟୁ ପରିବର୍ତ୍ତନ କାରଣରୁ ୯ ବର୍ଷ ମଧ୍ୟରେ ଜଳମଗ୍ନ ହୋଇଯିବ ଭାରତର ଏହିସବୁ ସହର

ୱାସିଂଟନ୍‌/ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗ୍ଳାସିୟର ତରଳୁଛି । ୨୦୨୧ ମସିହାରେ ଜଳବାୟୁ ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ସ୍ଥିତିରେ ପହଂଚି…

DRDO ଗୁପ୍ତଚରୀରେ ମିଳିଲା ବଡ଼ ସୁରାକ୍! ମାମଲାରେ ରହିଛି ମୁମ୍ବାଇ ଲିଙ୍କ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ଗୁପ୍ତଚରୀରେ ୫ ଜଣ ଗିରଫ ହେବା ମାମଲାରେ ବଡ଼ ଖୁଲାସା ହୋଇଛି । ଡିଆରଡିଓ ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ ନେଇ ବଡ଼ ସୁରାକ୍ ମିଳିଛି । ଗିରଫ ୫ ଅଭିଯୁକ୍ତଙ୍କ…

ପଠାଯାଇଥିବା ଇମେଲ୍ କୁ କିପରି କରିବେ ଡିଲିଟ୍? ଜାଣନ୍ତୁ ଜିମେଲର ଏହି ଖାସ୍ ଟ୍ରିକ୍ ବିଷୟରେ

ନୂଆଦିଲ୍ଲୀ: କିଛି ବର୍ଷ ତଳେ ଲୋକେ ଜିମେଲ୍ ର ବ୍ୟବହାର କରୁନଥିଲେ । ହେଲେ ସମୟ ବଦଳିବା ସହିତ ଡିଜିଟାଲ୍ ଯୁଗ ଅଗ୍ରଗତି ହେବାରେ ଲାଗିଛି । ତେଣୁ ଏବେ ପ୍ରତ୍ୟେକଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି । ଆଉ ଜିମେଲ୍ ର…

ଆଜି ରାଜ୍ୟରେ ୨୦୮ ପଜିଟିଭ୍, ୪ ଜଣଙ୍କର ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଶନିଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ, ଜାଣନ୍ତୁ କେଉଁ କେଉଁ ରାଶି

ଶନି ଦେଢ଼ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି ଓ ଏହାର ପ୍ରଭାବ ପ୍ରାୟ ୫ ରାଶିର ଜାତକଙ୍କ ଉପରେ ପଡିଥାଏ । ଏହାରି ମଧ୍ୟରେ ପୁଣିଥରେ ଶନି ନିଜର ରାଶି ପରିବର୍ତ୍ତନ କରିବେ ଓ ଏହାର ପ୍ରଭାବ ଏକାସାଙ୍ଗରେ ୮ ରାଶିର…

ସେମିଫାଇନାଲର ସବୁ କଣ୍ଟା ସଫା କଲା ବିରାଟ ବାହିନୀ: ଆଉ ମାତ୍ର ଗୋଟିଏ ଲଢ଼େଇ ହିଁ ସ୍ଥିର କରିବ ଟିମ୍ ଇଣ୍ଡିଆର ଭବିଷ୍ୟତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଲଗାତର ଦ୍ୱିତୀୟ ବିଜୟ ସହ ସେମିଫାଇନାଲର ସମସ୍ତ କଣ୍ଟାକୁ ସଫା କରିବାରେ ସଫଳ ହୋଇଛି । କେବଳ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ହିଁ ନିର୍ଣ୍ଣୟ କରିବ ଭାରତର ଭବିଷ୍ୟତ । ଭାରତ…

ନିଜ ଭୁଲ୍ ପାଇଁ ସୁପ୍ରିମକୋର୍ଟକୁ କ୍ଷମା ମାଗିଲା ହାଇକୋର୍ଟ, ଜାଣନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ ଜଣେ ଆଇପିଏସ୍ ଅଧିକାରୀଙ୍କ ଦ୍ୱାରା ଆର୍ଥକ ଅପରାଧରେ ସାମିଲ ଥିବା ,କ ମହିଳାଙ୍କ ଠାରୁ ତିନି କୋଟି ଟଙ୍କା ଜୋର ଜବରଦସ୍ତି ହଡ଼ପ କରାଯାଇଥିବା ଅଭିଯୋଗକୁ ସମାଧାନ କରିବା ପାଇଁ ୬…

ରାଜ୍ୟର ଚିକିତ୍ସା କ୍ଷେତ୍ରର ବିକାଶ ପାଇଁ ଆଗକୁ ଆସିଲା TCS, ପ୍ରଦାନ କଲା ୧୦ଟି ଭେଣ୍ଟିଲେଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିକିତ୍ସା କ୍ଷେତ୍ରକୁ ମଜବୁତ କରିବା ନେଇ ହାତ ବଢ଼ାଇଛି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) । ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଟିସିଏସ୍ ପ୍ରଦାନ କରିଛି ୧୦ଟି…