fbpx
Browsing Category

Top Stories

ସବୁ ଘରକୁ ପାଇପ ଯୋଗେ ମିଳିବ ପାନୀୟ ଜଳ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିସନ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟର ଜଳ ସଙ୍କଟ ଦୂର କରିବା ପାଇଁ ମୋଦି ସରକାର କାର୍ଯ୍ୟରତ ଅଛନ୍ତି…

ସେପ୍ଟେମ୍ବର ପହିଲାରୁ ଖୋଲିପାରେ ସ୍କୁଲ !

ନୂଆଦିଲ୍ଲୀ, ୧୯ା୮: ଦେଶ ଓ ରାଜ୍ୟରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହାର ବେଶି ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଛି । କୌଣସି ସ୍କୁଲ ଖୋଲିପାରୁ ନାହିଁ । ତେଣୁ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର…

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି

ନୂଆଦିଲ୍ଲୀ, ୧୯ା୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ପ୍ରଣବଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା…

ପ୍ରବଳ ବର୍ଷା ନେଇ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ!

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ତେଣୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଏହାସହ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ…

ଅବସରପ୍ରାପ୍ତ ରେଞ୍ଜରଙ୍କୁ ଗିରଫ କଲା ଭିଜିଲାନ୍ସ

ବାଲୁଗାଁ, ୧୯ା୮(ଓଡ଼ିଶା ଭାସ୍କର): ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ…

ଜାଲ୍ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚର ଆଡ଼ଭାଇଜରି

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ଜାଲ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚ ଆଡ଼ଭାଇଜରି ଜାରି କରିଛି । ସବୁ ଏସପି ଓ ଡିସିପିଙ୍କୁ ଆଲର୍ଟ ରହିବାକୁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି । shinejob.tech ନାମକ…

ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨,…