fbpx
Browsing Category

Top Stories

ଦେଶର ସ୍ୱଚ୍ଛ ସହର ଭାବେ ୪ର୍ଥ ଥର ପାଇଁ ନମ୍ବର ୱାନ ହେଲା ଇନ୍ଦୋର

ନୂଆଦିଲ୍ଲୀ,୨୦ ।୮: ମଧ୍ୟପଦେଶର ଇନ୍ଦୋର ସହରର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ସ୍ୱଚ୍ଛତା ପରୀକ୍ଷଣ ୨୦୨୦ରେ ସବୁଠାରୁ ସ୍ୱଚ୍ଛ ତାଲିକାରେ ଦେଶରେ ନମ୍ବର ୱାନ୍ ହୋଇଛି ଇନ୍ଦୋର । ଲଗାତାର ୪ର୍ଥ ଥର ପାଇଁ ଇନ୍ଦୋର…

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସେଥିରୁ ନେତାଠାରୁ ଆରମ୍ଭ କରି ମନ୍ତ୍ରୀ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ଆଜି…

ଜଗନ୍ନାଥ ଲୋଙ୍କାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହୋଇଛନ୍ତି ପ୍ରଫେସର ଜଗନ୍ନାଥ ଲେଙ୍କା । ଜଗନ୍ନାଥ ଲେଙ୍କାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଜ୍ୟରେ ଆଜି ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧା , କଟକ,…

ଓଡ଼ିଶାରେ ସ୍ଥିତି ସାଙ୍ଘାତିକ! ରାଜ୍ୟର ୩୦ଜିଲ୍ଲାରୁ ଆଜି ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୦।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ ଜଣ…

ଗଞ୍ଜାମରେ ସେନା କର୍ମଚାରୀଙ୍କୁ ହତ୍ୟା

ଗଞ୍ଜାମ, ୨୦ା୮(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନରେ ଥିବା ସାହସପୁର ଗ୍ରାମର ୨୭ବର୍ଷୀୟ ସେନା କର୍ମଚାରୀ ରଞ୍ଜନ ନାହାକଙ୍କୁ ହତ୍ୟା କରାଯାଇଛି । ଗାଙ୍ଗପୁର ଥାନା ବାଡ଼ୁଳା ଗାଁ ରେ ତାଙ୍କର ରକ୍ତ…