Browsing Category
Top Stories
ରାସ୍ତା କଡ଼ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ।
ମାଲକାନଗିରି , ୫ା୧ (ଓଡିଶା ଭାସ୍କର)ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଛକ ନିକଟ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଉଦ୍ଧାର କଲେ…
ନୂଆବର୍ଷରେ ଏହି ରାଜ୍ୟରେ ପ୍ରଶାସନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ
ଜୟପୁର, ୫ା୧ (ଓଡିଶା ଭାସ୍କର): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ବିଳମ୍ବିତ ରାତ୍ରିରେ ରାଜ୍ୟର ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନରେ ୨୧ ଆଇଏଏସ, ୫୬ ଆଇପିଏସ ଓ…
ସରକାରଙ୍କ ଦୁର୍ନୀତି ବିରୋଧୀ ପଦକ୍ଷେପ: ବିଦାହେଲେ ୭ ସରକାରୀ ବାବୁ
ଭୁବନେଶ୍ୱର, ୫ା୧ (ଓଡିଶା ଭାସ୍କର): ଦୁର୍ନୀତିଖୋରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟରେ ଦୁର୍ନୀତିରେ ଲିପ୍ତ ଥିବା ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।…
ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଉଛି ଅଭିଯୁକ୍ତ
ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ଡେମୋ ଦେଖାଉଛି ଅଭିଯୁକ୍ତ । କେମିତି ହତ୍ୟା କରିଥିଲେ ଜାଣିବା ପାଇଁ…
ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ
ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଟିକାକରଣ ନେଇ ଚାଲିଛି ପ୍ରସ୍ତୁତି । ଟିକାକରଣ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, 'ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ…
ପିଲାଙ୍କ ସିଲାବସକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?
ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘ସିଲାବସ ୩୦ ପ୍ରତିଶତ କମିଛି, ଆଉ…
ଏହି କାରଣ ପାଇଁ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଟି ହୋଇଥାଏ କିନ୍ନର, ଜାଣି ରଖନ୍ତୁ
ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ଜଣେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶିଶୁଟି ଯେତେବେଳେ ଧରାପୃଷ୍ଠରେ ଅବତରଣ କରେ, ସେତେବେଳେ ମାଆମାନେ ସନ୍ତାନର ଖୁସି ପାଇଁ ନିଜର ସବୁ ଦୁଃଖକୁ ପାଶୋରି…
Amidst Coronavirus crisis , Bird Flu caused panic in these states
New Delhi, 5/1: A new crisis is now deepening amid relief on the arrival of the Corona vaccine. Bird flu has spread in many states of the country. Bird Flu has caused panic in …
ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର
ନୟାଗଡ,୫ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଜି ପକସୋ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସରୋଜ ସେଠୀ ହାଜର ହୋଇଛି । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ…
ତାଳଚେରରୁ ଉଦ୍ଧାର ହେଲେ ନିଖୋଜ ବିରଜୁ
ସୁନ୍ଦରଗଡ଼, ୫ା୧ (ଓଡିଶା ଭାସ୍କର): ପାକିସ୍ତାନର ଲାହୋର ଜେଲରେ ଦୀର୍ଘ ୨୦ ବର୍ଷ ଜେଲ ସଜ୍ଜା କଟାଇବା ପରେ ସ୍ୱଦେଶକୁ କିଛିଦିନ ପୂର୍ବରୁ ଫେରିଥିଲେ ବିରଜୁ କୁଲୁ । ତେବେ ଘରକୁ ଫେରିବାର କିଛିଦିନ ପରେ ଗତ ୨ ତାରିଖରୁ ସେ…