Browsing Category

Top Stories

ବାପାଙ୍କ ପରି ସଫଳ ହୋଇପାରିନାହାନ୍ତି ଏହି ଷ୍ଟାରକିଡ୍ ମାନେ, ଚାଲନ୍ତୁ ସଂକ୍ଷେପରେ ଜାଣିବା ସେମାନଙ୍କ ବିଷୟରେ

ମୁମ୍ବାଇ, ୬ା୪ (ଓଡିଶା ଭାସ୍କର) : ବଲିଉଡ୍ ଜଗତରେ ତିଷ୍ଠି ରହିବା ପାଇଁ ଷ୍ଟ୍ରଗଲର୍ସ ମାନେ ବହୁ ପ୍ରକାର ଚେଷ୍ଟା କରନ୍ତି । ହେଲେ କିଛି ଷ୍ଟ୍ରଗଲର୍ସଙ୍କୁ ସୁହାଇଲା ପରି ଭୂମିକା ମିଳିପାରୁନି ତ ଆଉ କିଛି ଆକ୍ଟିଂରେ…

ଏଣିକି ୫ ପର୍ଯ୍ୟଟନସ୍ଥଳୀରେ ହେବ ରୋପ ୱେ

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର) : ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧି ଆଣିବା ପାଇଁ ରାଜ୍ୟର ୫ଟି…

ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର ୬ା୪ (ଓଡିଶା ଭାସ୍କର) : ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଆସନ୍ତା ୮ ତାରିଖରୁ ୧୧ ତାରିଖ ସକାଳ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା…

ଅମିତ୍ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରି ଦେବାକୁ ମିଳିଛି ଧମକ । ତେବେ ଏନେଇ ଏକ ଧମକପୁର୍ଣ୍ଣ ଇମେଲ୍ ସିଆରପିଏଫ୍ ଙ୍କ ପାଖକୁ…

ଦକ୍ଷ ହତ୍ୟା ମାମଲା: କଣ ରହିଥିଲା ଘଟଣାକ୍ରମ, ଜାଣିବା ପାଇଁ ପଢ଼ନ୍ତୁ ପୁରା ରିପୋର୍ଟ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ନୋଏଡାର ତିନି ବର୍ଷର ନିରୀହ ଶିଶୁ ଦକ୍ଷ ଅପହରଣ ଏବଂ ମୃତ୍ୟୁ ମାମଲାକୁ ୬ଦିନ ପୁରିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ ହାତରେ କୌଣସି ଠୋସ୍ ପ୍ରମାଣ ଲାଗିନାହିଁ । ତେଣୁ ଏହି…

୭୩୦୦ କୋଟିରେ ‘Akash’ କୁ କିଣିଲା ‘Byju’s

ନୂଆଦିଲ୍ଲୀ, ୬/୪: ଅନଲାଇନରେ ଶିକ୍ଷାଦାନ କରୁଥିବା ସଂସ୍ଥା Byju’s ୭୩୦୦ କୋଟିରେ ଭାରତର ପ୍ରବେଶିକା ପ୍ରସ୍ତୁତିର ସବୁଠୁ ବଡ଼ ସଂସ୍ଥା ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡକୁ (AESL) କୁ ଅଧିଗ୍ରହଣ କରିଛି । ବାଇଜୁସ…

Viral Video: ଫେରିଗଲେ ଯମଦୂତ; ରାସ୍ତାରେ ମୋବାଇଲ ବ୍ୟବହାର କରିବା ପଡ଼ିଥାନ୍ତା ଏହି ଦଶଜଣଙ୍କ ପାଇଁ ମହଙ୍ଗା

ମୋବାଇଲ୍ ଆଜିକାଲିର ସମୟରେ ପ୍ରତ୍ୟେକ ଲୋକଙ୍କର ଏକ ପ୍ରମୁଖ ଅଙ୍ଗ ପାଲଟି ଗଲାଣି । ମୋବାଇଲ ଦ୍ୱାରା ଆଜି ମଣିଷ ସବୁକିଛି କରିପାରୁଛି । ମଣିଷ ଖାଦ୍ୟ ବିନା ବଞ୍ଚିପାରିବ, ମାତ୍ର ମୋବାଇଲ ବିନା ନୁହେଁ । ଆପଣମାନେ…

ଦେଶରେ ୪୪୬ ଜଣଙ୍କ ମୃତ୍ୟୁ, ୯୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୬ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭କୁ ବୃଦ୍ଧି…