fbpx
Browsing Category

Top Stories

ଖୁସି ଖବର: ରାଜ୍ୟରେ ଆଜି ସର୍ବାଧିକ ୧୮୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୭ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭାରତରେ ହେବ ଟି-୨୦ କ୍ରିକେଟ ବିଶ୍ୱକପ୍

ନୂଆଦିଲ୍ଲୀ,୭ ।୮: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ରେ ଭାରତରେ ହେବ ଟି-୨୦ କ୍ରିକେଟ ବିଶ୍ୱକପ୍ । ଚଳିତ ବର୍ଷ ବାତିଲ ହୋଇଥିବା ବିଶ୍ୱକପ୍ ଆସନ୍ତାବର୍ଷ ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱରରୁ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

କଟକରେ ପୁଣି ବାହାରିଲେ ପଜିଟିଭ୍, ଆଜି ୮୧ ଚିହ୍ନଟ

କଟକ,୭ ।୮(ଓଡିଶା ଭାସ୍କର): କଟକ ଜିଲ୍ଲାର ୧୨୪ ନୂଆ କରୋନା ପଜିଟିଭରୁ ୮୧ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କ୍ୱାରେଣ୍ଟାଇନରୁ ଓ ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…

ସୁଶାନ୍ତଙ୍କ ମୃତ୍ୟୁ ପରେ ବ୍ରାନ୍ଦା ଡିଏସପିଙ୍କ ସହ କେତେଥର କଥା ହୋଇଥିଲେ ରିୟା ? ଆସିଲା ଫୋନ୍ ରେକର୍ଡ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗକୁ ବଢୁଛି, କିଛି କିଛି ରହସ୍ୟ ଖୋଲୁଛି । ଏହି ରହସ୍ୟ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବର୍ତ୍ତମାନ ରିୟାଙ୍କ…

ପେଟ୍ରୋଲ ପମ୍ପରେ କିପରି ଠକେଇର ଶିକାର ହୋଇଥାନ୍ତି ଗ୍ରାହକ, ଜାଣି ରଖନ୍ତୁ ନଚେତ ପକେଟ ହେବ ଫାଙ୍କା!

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ଏବେ ପେଟ୍ରାଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏତିକି ବେଳେ ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସିଛି ।…