fbpx
Browsing Category

Top Stories

ରାଜ୍ୟରେ ଆଉ ଜଣେ ସାଂସଦଙ୍କୁ କରୋନା, ଜାଣନ୍ତୁ କିଏ?

ବରଗଡ,୮ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ସାଂସଦ ଏବେ କରୋନା କବଜାକୁ ଚାଲିଆସିଛନ୍ତି । ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ସଂକ୍ରମିତ…

କଟକ ସହରରୁ ଆଜି ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୮ା୮(ଓଡ଼ିଶା ଭାସ୍କର): କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି । ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ…

ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନରଙ୍କ ସୂଚନା, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣଆୟତ ହେବାରେ ଲାଗିଛି । ସେହିପରି ଏବେ କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।…

ଗଞ୍ଜାମରେ କରୋନା ସ୍ଥିତିକୁ ନେଇ କ’ଣ କହିଲେ ଜିଲ୍ଲାପାଳ?

ଗଞ୍ଜାମ,୮ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ଜିଲ୍ଲା ହେଉଛି ଗଞ୍ଜାମ । ରାଜ୍ୟରୁ ଆଜି ୧୬୪୩ ପଜିଟିିଭ ବାହାରିଥିବା ବେଳେ…

କରୋନାକୁ ହରାଇ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ, ୮ା୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନାରେ ଅଭିନେତା ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ମଧ୍ୟ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି ।…

ଟଳିଲା ଏକ ବଡ ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ୧୭୬ ଯାତ୍ରୀ

ରାଞ୍ଚି,୮ ।୮: ଦେଶରେ ଆଉ ଏକ ବଡ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ(ଆଇ-୬୩୨) ଉଡାଣ ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା । କିନ୍ତୁ ବିମାନଟି…

ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ରକୁ ନୋଟିସ ଜାରି

ନୂଆଦିଲ୍ଲୀ, ୮ା୮: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ…

ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସରକାରୀ ଟ୍ୟାକ୍ସ ଦେଉଥିବା ମଧ୍ୟବିତ୍ତ ପରିବାରଙ୍କୁ ଏକ ବଡ ଖୁସି ଖବର ଦେବାରେ ମୋଦୀ ସରକାର ଲାଗିଛନ୍ତି । ଏହି ମାମଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆୟୋଜିତ…

ମାଠିଆ ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ? ଜାଣନ୍ତୁ

ଆଜି କାଲିର ଯୁବପିଢ଼ିମାନେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମାଟି ପାତ୍ରରେ ପାଣି ରଖି ପିଇଲେ ଅନେକ ଲାଭ ମିଳିଥାଏ । ମାଟିରେ…

ଖୁସି ଖବର : ଭାରତରେ କେବଳ ୨୨୫ଟଙ୍କାରେ ମିଳିବ ଅକ୍ସଫୋର୍ଡ କରୋନା ଟୀକା!

ଭାରତରେ କରୋନା ମହାମାରୀ ବଢି ବଢି ଚାଲିଛି । ଦିନକୁ ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ମଧ୍ୟ ପ୍ରଥମ ସ୍ଥାନରେ ପହଞ୍ଚିସାରିଛି । ଏପରି ପରିସ୍ଥିତିରେ ଲୋକମାନେ କରୋନା ଟୀକା ଉପରେ ଆଶା ବାନ୍ଧି ବସିଛନ୍ତି । ଏହି ମାମଲାରେ…