fbpx
Browsing Category

Top Stories

ଅସ୍ତରଙ୍ଗରେ ୫ମିନିଟ ଘୂର୍ଣ୍ଣିଝଡ଼ର ତାଣ୍ଡବ

ଅସ୍ତରଙ୍ଗ, ୩୦ା୧(ଓଡ଼ିଶା ଭାସ୍କର): ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଛି । ଏହା ସକାଳ ୧୦ଟା ୨୦ରେ ୫ମିନିଟର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଥିଲା । ପବନରେ ଆଜବେଷ୍ଟ ଓ ଚାଳଛପର ଘର ଉଡ଼ିଯାଇଥିବା…

ଓୟୁଏଟିରେ ସରିଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଓୟୁଏଟି ଫାର୍ମରେ ୨ ଦିନିଆ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଏହା ସହ ବିଭିନ୍ନ ଅଞ୍ଚଳରେ ୫ଟି ଟିମ୍ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ…

ଅନୁଗୁଳ ଥାନା SI ନିଲମ୍ବିତ

ଅନୁଗୁଳ,୩୦ ।୧(ଓଡିଶା ଭାସ୍କର): ଅଭିଯୁକ୍ତଙ୍କୁ ଖସାଇ ଦେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଥାନ ଏସଆଇ ଅରକ୍ଷିତ ସେଠୀ । ଏସଆଇ ଅରକ୍ଷିତଙ୍କୁ ନିଲମ୍ବନ କରିଛନ୍ତି ଏସପି । ତେବେ କୋର୍ଟ ଚାଲାଣର କିଛି ସମୟ ପରେ…

ଦୁର୍ଘଟଣାରେ ୬ ମୃତ, ୩ ଆହତ

ଭୁବନେଶ୍ୱର, ୩୦ ।୧(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ନେଙ୍କଡାଘରଠାରେ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ…

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୩୦ ।୧: ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଆଜି ତିରୋଧାନ ଦିବସ । ଆଜିବି ସମଗ୍ର ଦେଶବାସୀ ଗାନ୍ଧୀଙ୍କୁ ମନେ ପକାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ…

ଚଳିତ ବର୍ଷ ଲାଗୁ ହେବନି ୩୩% ନିୟମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): +୨ ପ୍ରଥମ ବର୍ଷରେ ୩୩% ମାର୍କ ନରଖିଲେ ଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଚଳିତବର୍ଷ ପାଇଁ ଏହି ନିୟମ ଲାଗୁ ହେବ…

ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁୁବନେଶ୍ୱର,୩୦ ।୧: ଆଜିଠାରୁ ଓଡିଶାରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଭାରତବର୍ଷରେ ଶୁକ୍ରବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜି ସରସ୍ୱତୀ ପୂଜା ପାଇଁ କେବଳ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ…

କମିବ ଶୀତ, ବଢିବ କୁହୁଡି

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ଶୁଖିଲା ରହିବ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଶୀତର ପ୍ରଭାବ…

ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ

ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ରାଜକ୍ଷମା ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏନେଇ ସୂଚନା ଦେଇଛନ୍ତି ବିନୟର ଓକିଲ ଏ.ପି. ସିଂହ । ଏହାସହ ଆଜି ଦୋଷୀ ଅକ୍ଷୟ ଦାଖଲ କରିଛି କ୍ୟୁରେଟିଭ ପିଟିସନ…

ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି । ଲୋକସେବା ଭବନରେ ତିନି ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…