fbpx
Browsing Category

Top Stories

‘କରୋନା’ ଭାଇରସ୍: ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ପାଇଁ ସତର୍କ ରହିଛି ଓଡିଶା । ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବ ବୈଠକ କରିଛନ୍ତି । ବୈଠକ…

କୋର୍ଟରେ ପୁଞ୍ଜିଲାଲ ହାଜର

ବଲାଙ୍ଗିର,୨୮ ।୧(ଓଡିଶା ଭାସ୍କର): ବଲାଙ୍ଗିର ଏଡିଜେ କୋର୍ଟରେ ଆଜି ହାଜର ହୋଇଛନ୍ତି ପୁଞ୍ଜିଲାଲ ମେହେର । ୪ ଦିନିଆ ଜାମିନ ଅବଧି ସରିବା ପରେ ସେ ଜେଲରେ ହାଜର ହୋଇଛନ୍ତି । ତେବେ ପାଟଣାଗଡ଼ ପାର୍ସଲ ବୋମା…

୩୧ରୁ ବାରାଣସୀକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଆସନ୍ତା ୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାର ବିମାନ ସବୁ…

ରାଜଧାନୀରେ କୁକୁଡା ମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ବାର୍ଡ ଫ୍ଲୁ ଆତଙ୍କ । ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଓୟୁଏଟିରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ଓୟୁଏଟି ଅଞ୍ଚଳର ଏକ କିଲୋମିଟର…

ଲିଙ୍ଗରାଜ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଏକାମ୍ର ଯୋଜନାର ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମିଳିଛି ଅନୁମୋଦନ । ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧୀଗୃହିତ ସମସ୍ତ ଜମି…

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ! କାଲିଠାରୁ କୁୁକୁଡାମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି ବାର୍ଡ ଫ୍ଲୁ । ଏନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି ପକ୍ଷରୁ ସୂଚନା ଦିଆଯିବା ସହ ମହାବିଦ୍ୟାଳୟ ପରିସରରେ କୁକୁଡା…

ନିର୍ଭୟା ମାମଲା: କାଲି ମୁକେଶର ରାଜକ୍ଷମା ଶୁଣାଣି

ନୂଆଦିଲ୍ଲୀ,୨୭ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ କୁମାର ସିଂହର ରାଜକ୍ଷମା ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜ…

ସଇଁତଳାରେ ଗୁଳିମାଡ, ଜଣେ ଆହତ

ବଲାଙ୍ଗୀର,୨୭ ।୧(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଆଜି ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବେଲଗାଁ ନିକଟରେ…

ନକଲି କପ୍ ସିରଫ ଜବତ, ୨ଗିରଫ

ନୂଆପଡ଼ା, ୨୭ା୧(ଓଡ଼ିଶା ଭାସ୍କର): ଆଜି ୯ହଜାର ୪୫୩ବୋତଲ କପ୍ ସିରଫ ଜବତ ହୋଇଛି । ଏନେଇ ନକଲି କପ୍ ସିରଫ କମ୍ପାନୀର ୨ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଗୁଜୁରାଟ ଓ ଚଣ୍ଡିଗଡ଼ରୁ ୨ଜଣକୁ ଗିରଫ କରିଛି…

ସେୟାର ବଜାରରେ କରୋନା ଭାଇରସ ପ୍ରଭାବ!

ନୂଆଦିଲ୍ଲୀ, ୨୭ା୧:ଭାରତୀୟ ସେୟାର ବଜାରରେ କରୋନା ଭାଇରସ ଭୟର ପ୍ରଭାବ ପଡ଼ିଛି ବୋଲି ସୂଚନା ରହିଛି । ବିଏସଇ ସୂଚକାଙ୍କ ୪୫୮ ପଏଣ୍ଟ ଓ ନିଫଟି ୧୨୯ ପଏଣ୍ଟ ଖସିଥିବା ଜଣାପଡ଼ିଛି । ବିଏସଇ ସୂଚକାଙ୍କ ୪୧.୧୫୫ ପଏଣ୍ଟରେ…