fbpx
Browsing Category

Top Stories

କାର୍ ଧକ୍କାରେ ଜଣେ ମୃତ

ଖୋର୍ଦ୍ଧା, ୨ା୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ସ୍ଥିତ ବେଗୁନିଆ ଥାନା ଗଡ଼ତରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଡ଼ତରାର ଜଗନ୍ନାଥ…

ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ସିରିଜ ବିଜୟ

ମାଉଣ୍ଟମଙ୍ଗନୁଇ,୨ ।୨: ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ କଲା ଭାରତ । ଆଜିର ଅନ୍ତିମ ମ୍ୟାଚରେ ୭ ରନରେ ହାରିଲା ନ୍ୟୁଜିଲାଣ୍ଡ । ମ୍ୟାଚ୍ ସହ ସିରିଜକୁ ୫-୦ରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ୨୦ ଓଭରରେ ୯…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ, ୨ା୨(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକ ସ୍ଥିତ ସତୀଚଉରା ଶ୍ମସାନରେ ବିପ୍ଳବୀ କବିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିପ୍ଳବୀ କବି ରବି ସିଂଙ୍କ ଆଜି…

ଲାଲଚୌକରେ ଆତଙ୍କୀ ଆକ୍ରମଣ, ୨ ଯବାନ ଗୁରୁତର

ଶ୍ରୀନଗର,୨ ।୨: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଲାଲଚୌକ ନିକଟରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକ ଗୁରୁତର…

ନ୍ୟୁଜିଲାଣ୍ଡ ଆଗରେ ୧୬୪ ଟାଗେର୍ଟ

ମାଉଣ୍ଟମଙ୍ଗନୁଇ,୨ ।୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ବା ଅନ୍ତିମ ଟି-୨୦ ମ୍ୟାଚ୍ ମାଉଣ୍ଟମଙ୍ଗନୁଇରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୩ ୱିକେଟ ହରାଇ ୧୬୩ ରନ୍…

ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): ବିପ୍ଳବୀ କବି ରବି ସିଂଙ୍କ ଆଜି ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି । ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି…