Browsing Category

Top Stories

ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ସୂଚନା । ଉପର ମୁଣ୍ଡରୁ ଅଧିକ ପାଣି ଆସିବ ବୋଲି ସେ କହିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ…

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୯୦ ହଜାର ଟଙ୍କାରେ ପହଞ୍ଚିଲା ଗୋଲ୍ଡ ରେଟ୍‌, ଏକ ଲକ୍ଷ ପାର କଲା ରୂପା ମୂଲ୍ୟ

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ସୁନା ଦର । ୯୦ ହଜାର ଟଙ୍କାରେ ପହଞ୍ଚିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ପ୍ରଥମଥର ୯୦ ହଜାର ଛୁଇଁଲା । ଆଜି ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଲା ସୁନା ଦର । ସେହିପରି ଆଜି…

‘ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ଯିବା ଦରକାର’: କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ । ମେଟ୍ରୋର ଆବଶ୍ୟକତା ରହିଛି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ପୂର୍ବ ସରକାର ତ୍ରିଶୁଳିଆ…

Sunita Williams Coming Home: 10ଟା 35ରେ ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟର ଅନ୍ ଡକିଂ, ପୃଥିବୀ ଅଭିମୁଖେ ସୁନୀତା

ନୂଆଦିଲ୍ଲୀ: ସୁନିତା ୱିଲିୟମ୍ସଙ୍କ ଘରକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମହାକାଶରେ ୨୮୬ ଦିନ ବିତାଇବା ପରେ, ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପୃଥିବୀକୁ ଫେରି ଆସୁଛନ୍ତି । ଆଜି…

ନୂଆ Ransomware Attackର ବିପଦ, FBI ଜାରି କଲା ୱାର୍ଣ୍ଣିଂ, ନିଜକୁ ଏମିତି ରଖନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କ ଉପରେ Ransomware Attackର ବିପଦ ରହିଛି । ଆମେରିକାର ଏଫବିଆଇ ଏବଂ ସାଇବରସିକ୍ୟୁରିଟି ଆଣ୍ଡ ଇମ୍ଫ୍ରାଷ୍ଟ୍ରକ୍‌ଚର ସିକ୍ୟୁରିଟି ଏଜେନ୍ସି ଏନେଇ ୱାର୍ଣ୍ଣିଂ ଜାରି କରିଛି । ଏଥିରେ…

ବୃଦ୍ଧାଙ୍କୁ ବି ଛାଡିଲେନି..ହୋଲିରେ ଆକ୍ରମଣ କରି ଦୁଷ୍କର୍ମ କଲା ୨୪ ବର୍ଷୀୟ ଦୁର୍ବୃତ୍ତ

ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜରେ ଜଣେ 80 ବର୍ଷୀୟା ମହାଦଳିତ ମହିଳାଙ୍କ ସହିତ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ୧୪ ମାର୍ଚ୍ଚ ହୋଲି ଦିନ ପୀଡିତା ଘାସ କାଟିବା ପାଇଁ କ୍ଷେତକୁ ଯାଇଥିଲେ। ତା'ପରେ ୨୪ ବର୍ଷୀୟ…

‘ଗ୍ରାହକଙ୍କୁ କେୱାଇସି ପାଇଁ ବାରମ୍ବାର ଫୋନ୍ କରନ୍ତୁନି’, ସମସ୍ତ ବ୍ୟାଙ୍କକୁ RBI ଗଭର୍ଣ୍ଣର ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଙ୍କଗୁଡ଼ିକୁ କହିଛନ୍ତି ଯେ, ଗ୍ରାହକଙ୍କୁ କେୱାଇସି ଡକ୍ୟୁମେଣ୍ଟ ପାଇଁ ବାରମ୍ବାର ଫୋନ ନ କରନ୍ତୁ । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଥରେ…

Rang Panchami 2025: କେବେ ପାଳନ ହେବ ରଙ୍ଗ ପଞ୍ଚମୀ? ଜାଣନ୍ତୁ ଶୂଭ ସମୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ରଙ୍ଗ ପଞ୍ଚମୀ ପର୍ବର ବିଶେଷ ମହତ୍ତ୍ୱ ଅଛି ଏବଂ ଏହା ହୋଲିର ପାଞ୍ଚ ଦିନ ପରେ ପାଳିତ ହୁଏ। ଏହି ପର୍ବ ଚୈତ୍ର ମାସର କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ପଡ଼ିଥାଏ। ଏହାର ଲୋକପ୍ରିୟତା ବିଶେଷକରି…

ଗୁଣି ସନ୍ଦେହରେ ଦମ୍ପତ୍ତିଙ୍କୁ ହାଣିଦେଲେ, ପୁଅର ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ବିହାରର ଜାମୁଇ ଜିଲ୍ଲାରୁ ହତ୍ୟାକାଣ୍ଡର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଏଠାରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଦେଇଥିବା ସୂଚନା…

ସକାଳେ ଖାଲି ପେଟରେ ମହୁରେ ବୁଡ଼ାଇ ଖାଆନ୍ତୁ ରସୁଣ, ଚୁଟକିରେ ଦୂର ହେବ ରୋଗ

ନୂଆଦିଲ୍ଲୀ: ରସୁଣ ଏକ ଏପରି ପନିପରିବା ଯେଉଁଥିରେ ଜିଙ୍କ୍, ଫସଫରସ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ରସୁଣରେ ଭିଟାମିନ୍ ସି, ଭିଟାମିନ୍ କେ, ଫୋଲେଟ୍, ନିଆସିନ୍ ଏବଂ ଥିଆମିନ୍ ମଧ୍ୟ ଭଲ…