Browsing Category
Top Stories
ଏତେ ବର୍ଷ ପରେ ନିଜ ଭୁଲ୍ ବୁଝିପାରିଲେ ଶଶି ଥରୁର, କହିଲେ ମୋଦୀ ସରକାର ଏକଦମ ସଠିକ୍
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୨୦୨୨ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ଏବେ ବି ଜାରି ରହିଛି । ଯେବେ ସାରା ଦୁନିଆରେ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଲା, ସେହିସମୟରେ କଂଗ୍ରେସ ନେତା ଶଶି ଥରୁର ଭାରତର…
ସାଇଡ୍ ମରାକୁ ନେଇ ସାମାନ୍ୟ ବଚସାରୁ ଫାୟାରିଂ, 3 ଜଣ ଯୁବକ ମିଶି କରିଥିଲେ ଗୁଳିମାଡ଼
ଭୁବନେଶ୍ବର: ବାଲେଶ୍ବରରେ ଅଭାବନୀୟ ଘଟଣା । ସାଇଡ୍ ମରାକୁ ନେଇ ସାମାନ୍ୟ ବଚସାରୁ ଗୁଳି ମାଡ଼ ।
ବାଲେଶ୍ବର ଜିିଲ୍ଲା ବସ୍ତା ଥାନା ଚକୁରି ପାଖରେ ରାତିରେ ସାଇଡ୍ ମରାକୁ ନେଇ ଗୁଳିକାଣ୍ଡ ହୋଇଥିଲା । ତେବେ ଏଥିରେ…
Amazon Layoffs: ପୁଣି 14 ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍, ଖୁବଶୀଘ୍ର ଘୋଷଣା
ନୂଆଦିଲ୍ଲୀ: ପୁଣିଥରେ ଛଟେଇ ଖବର । ଖର୍ଚ୍ଚ ସଞ୍ଚୟ କରିବା ଏବଂ କର୍ମଚାରୀ ସଂଖ୍ୟା ହ୍ରାସ କରିବା ଯୋଜନାର ଅଂଶ ସ୍ୱରୂପ ଆମାଜନ ଏହି ବର୍ଷ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଛି ।
ତେବେ…
ହ୍ୱାଟ୍ସଆପ ସହ ମିଶି ସରକାର ଧରିବେ ଡିଜିଟାଲ ଚୋର, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ଟେଲିକମ ବିଭାଗ ଏବଂ ହ୍ୱାଟ୍ସଆପ ଅନଲାଇନ ଠକେଇ ଏବଂ ସ୍ପାମ୍ ବିରୋଧରେ ସୁରକ୍ଷା ଅଭିଯାନ ଚଳାଇବା ଲାଗି ହାତ ମିଶାଇଛି । ଏହି ପାର୍ଟନରସିପ ଅନୁଯାୟୀ, ଟେଲିକମ ବିଭାଗ ଏବଂ ହ୍ୱାଟ୍ସଆପ ସନ୍ଦିଗ୍ଧଙ୍କୁ…
Breaking: IAS ସ୍ତରରେ ଅଦଳବଦଳ କଲେ ସରକାର
ଭୁବନେଶ୍ବର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଓଡ଼ିଶା ସିନେ…
‘ମହାକୁମ୍ଭ ରୂପରେ ସାରା ଦୁନିଆ ଭାରତ ଦର୍ଶନ କଲା’, ଲୋକସଭାରେ ପିଏମ ମୋଦୀ କହିଲେ ଏହି ବଡ଼ କଥା
ନୂଆଦିଲ୍ଲୀ: ପିଏମ ମୋଦୀ ଲୋକସଭାରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ମୁଁ ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭରେ ବକ୍ତବ୍ୟ ଦେବା ଲାଗି ଉପସ୍ଥିତ ରହିଛି ।
ଆଜି ମୁଁ ଗୃହରେ ସାରା ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ…
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ, ପାନୀୟ ଜଳ କାମରେ ବିଳମ୍ବ ହେଲେ FIR
ଭୁବନେଶ୍ବର: ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ବିଧାନସଭାରେ କହିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ।
ପାନୀୟଜଳ…
ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ସୂଚନା । ଉପର ମୁଣ୍ଡରୁ ଅଧିକ ପାଣି ଆସିବ ବୋଲି ସେ କହିଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ…
ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୯୦ ହଜାର ଟଙ୍କାରେ ପହଞ୍ଚିଲା ଗୋଲ୍ଡ ରେଟ୍, ଏକ ଲକ୍ଷ ପାର କଲା ରୂପା ମୂଲ୍ୟ
ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ସୁନା ଦର । ୯୦ ହଜାର ଟଙ୍କାରେ ପହଞ୍ଚିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ପ୍ରଥମଥର ୯୦ ହଜାର ଛୁଇଁଲା । ଆଜି ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଲା ସୁନା ଦର ।
ସେହିପରି ଆଜି…
‘ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ଯିବା ଦରକାର’: କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ । ମେଟ୍ରୋର ଆବଶ୍ୟକତା ରହିଛି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେ କହିଛନ୍ତି, ପୂର୍ବ ସରକାର ତ୍ରିଶୁଳିଆ…