Browsing Category

Top Stories

ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ କରିବେ ସମ୍ବୋଧନ । କୋଭିଡ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।…

ପ୍ରଥମ ଟେଷ୍ଟ: ଲଞ୍ଚ ସୁଦ୍ଧା ଇଂଲଣ୍ଡ ୬୧/୨

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ସେସନରେ ସମ୍ମାନ ଭାଗ କରିଛନ୍ତି ଉଭୟ ଦଳ । ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୫ ଓଭର ବ୍ୟାଟିଂ କରି ୬୧ ରନରେ ଦୁଇ ୱିକେଟ ହରାଇଛି । ଟସ…

ଭୂମିକମ୍ପ ଆଲର୍ଟ: ଏଣିକି ଆପ୍ ଜରିଆରେ ପାଇବେ ଭୁକମ୍ପର ପୂର୍ବ ସୂଚନା

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଚିବାଳୟରେ ଆପ୍ଲିକେସନ୍ "ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ" ର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ବିପର୍ୟ୍ୟୟ ପରିଚାଳନା ବିଭାଗ…

ସଂସଦ ବାହାରେ ସାଂସଦଙ୍କ କଳି: କୃଷି ବିଲକୁ ନେଇ ହରସିମରତ-ରବନୀତ ମୁହାଁମୁହିଁ

ନୂଆଦିଲ୍ଲୀ: ବୁଧବାର ସଂସଦ ବାହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଂସଦ ପରସ୍ପର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଶିରୋମଣୀ ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ ଓ କଂଗ୍ରେସ ସାଂସଦ ରବନୀତ…

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନ ନିକଟରେ ଗୁଳିମାଡ଼, ପେଣ୍ଟାଗନ ଅଧିକାରୀଙ୍କୁ ଛୁରୀ ମାରି ହତ୍ୟା

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନର ପ୍ରବେଶ ପଥ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଏହି ସମୟରେ ପେଣ୍ଟାଗନ ପୋଲିସ ଅଫିସରଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ…

ଦେଶର ସବୁଠୁ ଧନୀ ଗାଁ: ୧୭ଟି ବ୍ୟାଙ୍କରେ ଡିପୋଜିଟ୍ ଅଛି ୫ହଜାର କୋଟି

ଗୁଜୁରାଟ: ଭାରତରେ ଏମିତି ଏକ ଗାଁ ରହିଛି । ଯାହାକୁ ଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଇଥାଏ । ଏଠାରେ ପ୍ରତି ଘର ଦେଖିବାକୁ ଏକଦମ୍ ମହଲ ପରି । ଖାଲି ସେତିକି ନୂହେଁ ବ୍ୟାଙ୍କ୍ ପାଇଁ ଏହି ଗାଁ ବେଶ୍…

ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି ।…

ରିଲିଜ ହୋଇଛି ‘ବେଲ ବଟମ’ ଟ୍ରେଲର; ଲାରାଙ୍କ ଚମତ୍କାର ଅଭିନୟ, ଚିହ୍ନି ପାରିଲେନି ଦର୍ଶକ

ମୁମ୍ବାଇ: ଅଗଷ୍ଟ ୧୯ରେ ରିଲିଜ ହେବାକୁ ଯାଉଥିବା ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ବେଲ ବଟମ’ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ, ବାଣୀ କପୁର, ହୁମା କୁରେସି ଏବଂ ଲାରା ଦତ୍ତ ଦମଦାର ଅଭିନୟ…

ରାଜ୍ୟସଭାରୁ ବାସନ୍ଦ ହେଲେ ୬ ଟିଏମସି ସାଂସଦ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରୁ ୬ ଜଣ ଟିଏମସି ସାଂସଦଙ୍କୁ ବାସନ୍ଦ କରାଯାଇଛି । ରାଜ୍ୟସଭାରେ ହଙ୍ଗାମା କାରଣରୁ ୬ ଜଣ ଟିଏମସି ସାଂସଦଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ୬ ସାଂସଦଙ୍କୁ ଉପରେ ସଂସଦର ଉଚ୍ଚତମ ସଦନ…

ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ…