fbpx
Browsing Category

Top Stories

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ଜଣକ ଯାଜପୁର ସ୍ଥିତ ବାସୁଦେବପୁରର ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୩୪ବର୍ଷିୟ ଯୁବକ ନିକଟରେ…

ବର୍ଷାଜନିତ ଫସଲ ନଷ୍ଟର ସମୀକ୍ଷା ପାଇଁ ଗଠନ ହୋଇଛି କମିଟି: ବାଗଚୀ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ସାରା ବିଶ୍ୱରେ ୩୦ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ଲକ୍ଷରୁ ଅଧିକଙ୍କ ମୃତ୍ୟୁ…

କରୋନା ଭାଇରସ୍, ଦେଶରେ ବଢ଼ୁଛି ରିକଭରି ରେଟ୍

ନୂଆଦିଲ୍ଲୀ, ୨୭ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ୮୦% ମଣ୍ଡିର ସଞ୍ଚାଳନ ଜାରି ହେବ । ୮୦ହଜାରରୁ ଅଧିକ…

ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଦୁଇ ୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ କୋରାପୁଟର ଦଶମନ୍ତପୁରର ୨୨ବର୍ଷିୟ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ବେଳେ ଅନ୍ୟଜଣକ ବାଲେଶ୍ୱରର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ ଚିକିତ୍ସା ପରେ ୩୭ଜଣ କେରାନା ରୋଗୀ ସୁସ୍ଥ ହୋଇସାରିଲେଣି । ଏନେଇ…