Browsing Category

Top Stories

ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଉପଲବ୍ଧ ହେବ ଜାଇଡସ୍ କାଡିଲା ଭାକସିନ୍, କେବଳ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶକୁ ସ୍ୱଦେଶୀ ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ଦ୍ୱାରା ନିର୍ମିତ ହେଉଥିବା ଆଉ ଏକ କୋଭିଡ୍ ଟିକା ମିଳିବାକୁ ଯାଉଛି । ଶନିବାର ଦିନ କେନ୍ଦ୍ର ପକ୍ଷରୁ ଏହି ସମ୍ପର୍କରେ ସୁପ୍ରିମକୋର୍ଟକୁ…

ଗୋଟିଏ ଭୁଲ୍ ପାଇଁ ଶାହାରୁଖ ପଡ଼ିଗଲେ ପଛରେ ଆଉ ସଲମାନ ବନିଗଲେ ବଲିଉଡର ଭାଇଜାନ୍, ଜାଣନ୍ତୁ କ’ଣ

ବଲିଉଡର ଅଭିନେତାଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ । ତାରକାମାନେ ମଧ୍ୟ କିଛି ନୂଆ ହିଟ୍ ଦେଇ, ସମାଜସେବା କରି, ନୂଆ ଟ୍ରେଣ୍ଡ ସୃଷ୍ଟି କରି ଫ୍ୟାନମାନଙ୍କ ହୃଦୟରେ ରାଜ୍ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି…

ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳୀୟ କର୍ମୀ ମାନେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଏହାକୁ ଦୃଷ୍ଟିରେ ରଖି ଦଳକୁ ସୁଦୃଢ଼ କରିବାରେ ଲାଗିଛି ଶାସକ ଦଳ ବିଜେଡ଼ି । ଗତକାଲି…

ଗାନ୍ଧିଜୀଙ୍କ ଫଟୋ ପାଖରେ RBI ଗଭର୍ଣ୍ଣରଙ୍କ ଦସ୍ତଖତ ଥିବା ୫୦୦ ଟଙ୍କିଆ ନୋଟ୍ ଅସଲି କି ନକଲି ? ଜାଣନ୍ତୁ ସତ

ନୂଆଦିଲ୍ଲୀ: କିଛି ଦିନ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଦାବି କରାଯାଇଥିଲା ଯେ, ଯେଉଁ ନୋଟ୍ ରେ ସବୁଜ ରଙ୍ଗର ପଟି, ଆରବିଆଇ ଗଭର୍ଣ୍ଣରଙ୍କ…

ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଦୁଇ ମହିଳାଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ନ୍ୟୁ-ୟର୍କରେ ଘଟିଛି ଏକ ଅଭାବନୀୟ ଘଟଣା । ଶନିବାର ଦିନ ସକାଳ ୭ଟା ସମୟରେ ଗୋଟିଏ ହଟ୍ ଏୟାର ବେଲୁନ୍ ରେ ନିଆଁ ଲାଗି ଯାଇଥିଲା । ଫଳରେ ସେଥିରେ ଥିବା ଦୁଇ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ବୀମା ବ୍ୟବସ୍ଥା ନାହିଁ: ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଥିବା ରୋଗୀ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦେବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ତେବେ ଏହି ଆବେଦନ ଉପରେ ମତ ରଖି କେନ୍ଦ୍ର ସରକାର କହିଥିଲେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ, ସସପେଣ୍ଡ ହେଲେ ୪ ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପାଇଁ ଜଣେ ନିରୀହ ମହିଳା ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବା ସମୟରେ ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯାଇଥିଲା । ଏହି…

ବିଶ୍ୱରେ ରହିଛି ୮୮୭ ପ୍ରକାର ବିପଦଜନକ ଭାଇରସ୍, ସୃଷ୍ଟି କରିପାରେ କରୋନା ଭଳି ୩୦ ପ୍ରକାର ମହାମାରୀ

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ପୁଣି ଆଉ ୮୮୭ ପ୍ରକାର ବିପଦଜନକ ଭାଇରସର ତାଲିକା କରାଯାଇଛି ।ହେଲେ ଏହି ଭାଇରସ ଗୁଡିକ ସାଧାରଣତଃ…

ଏଣିକି ସହଜ ହେବ ପାରିବାରିକ ପେନସନ୍: ନିୟମ ପାଳନ କରିବାକୁ ବ୍ୟାଙ୍କକୁ ଆଦେଶ ଦେଲେ ସରକାର

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ରହିଥିବା ପାରିବାରିକ ପେନସନ୍ ମାମଲାଗୁଡ଼ିକ ଏଣିକି ପୂର୍ବାପେକ୍ଷା ସହଜ ହେବ । ପୂର୍ବରୁ ଜଣେ ପେନସନଧାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ବିଭିନ୍ନ…