fbpx
Browsing Category

Top Stories

ଲକ୍ଷାଧିକ ପେନସନଭୋଗୀଙ୍କ ପାଇଁ ବଡ ଖବର: ଦୁଇଗୁଣ ହୋଇପାରେ ସର୍ବନିମ୍ନ ଭତ୍ତା

ନୂଆଦିଲ୍ଲୀ,୨୩ ।୩: କରୋନା ଭାଇରସ ସଙ୍କଟର ମୁକାବିଲା କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ଅଧୀନରେ କର୍ମଚାରୀ ଓ କମ୍ପାନୀଗୁଡିକୁ ଆରାମ ମିଳିବ । ଶ୍ରମ ମନ୍ତ୍ରଣାଳୟ ଏକ ସଙ୍କୋଚନକାରୀ ପ୍ୟାକେଜ…

୨୪ଘଣ୍ଟା ଖୋଲା ରହିବ ଛତ୍ରବଜାର ଓ ମାଲଗୋଦାମ୍

କଟକ, ୨୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟର କେତେକ ଜିଲ୍ଳା ସହ ସହର ଲକ୍ ଡାଉନ ରହିଛି । ଏହାସହ କେବଳ ଜରୁରୀ ଓ ଆବଶ୍ୟକୀୟ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ସବୁ ମାର୍କେଟ ସନ୍ଧ୍ୟା ୬ଟା ପରେ…

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବା ମାତ୍ରେ ଝରକା ଦେଇ ଡେଇଁପଡିଲେ ପାଇଲଟ୍

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିରଖିଛି । ବିଶ୍ୱରେ ୧୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହାର ଭୟ ଏପରି ଗ୍ରାସ କରିଛି ଯେ,…

କରୋନା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ଜାରି

ନୂଆଦିଲ୍ଲୀ, ୨୩ା୩: କରୋନା ସମ୍ପର୍କିତ ସୂଚନା ପାଇଁ  ଜାତୀୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ।  ୨୪ଘଣ୍ଟିଆ ନିଃଶୁଳ୍କ ନମ୍ବର-୧୦୭୫କୁ ଫୋନ୍ କରାଯାଇପାରିବ । ସହାୟତା, ପରାମର୍ଶ, ମାର୍ଗଦର୍ଶନ ବା ମତାମତ ପାଇଁ ରହିଛି…

ଜନତା କର୍ଫ୍ୟୁ ସମୟରେ କ୍ରିକେଟ୍ ଖେଳିବା ପାଇଁ ବାହାରିଲେ ୮ ଖେଳାଳୀ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ,୨୩ ।୩: ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବଢିଚାଲିଛି, ଯେଉଁଥିରେ ୧୩ ହଜାରରୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନାର ମୁକାବିଲା ପାଇଁ…

ହାଇକୋର୍ଟରେ ନୂଆ ମାମଲା ମନା

କଟକ, ୨୩ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରେନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କରୋନା ପାଇଁ ଆଜିଠୁ ହାଇକୋର୍ଟରେ ନୂଆ ମାମଲା ଦାୟର ପାଇଁ ବାରଣ ହୋଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ନୂଆ ମାମଲା ଗ୍ରହଣ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: : ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ସମସ୍ତଙ୍କ ମୁଣ୍ଡିବିନ୍ଧାର କାରଣ ପାଲଟିଲାଣି କରୋନା ଭାଇରସ୍ । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ…