fbpx
Browsing Category

Top Stories

କାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): ଆସନ୍ତାକାଲି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୯ଟା ୪୫ରେ ବସିବ ବୈଠକ । ତେବେ ଆସନ୍ତାକାଲିର ବୈଠକରେ କିଛି…

ତୃତୀୟ ଘରୋଇ ଟ୍ରେନକୁ ମୋଦୀଙ୍କ ସବୁଜ ସଙ୍କେତ

ବାରାଣାସୀ,୧୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀରେ ତୃତୀୟ ଘରୋଇ ଟ୍ରେନ୍ ମହାକାଳ ଏକ୍ସପ୍ରେସକୁ ସବୁଜ ସଙ୍କେତ ଦେଇଛନ୍ତି । ଏଥିରେ ସାଧାରଣ ଜନତା ୨୦ ଫେବ୍ରୁଆରିରୁ ଯାତ୍ରା କରିପାରିବେ । ଏହି ଟ୍ରେନ୍…

ଗୁପ୍ତଚର ଅଭିଯୋଗରେ ୧୧ ନୌସେନା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୧୬ ।୨: ଗୁପ୍ତଚର ଅଭିଯୋଗରେ ୧୧ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଛି । ୨ ସାଧାରଣ ଲୋକଙ୍କ ସମେତ ମୋଟ୍ ୧୩ ଜଣ ଗିରଫ ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ହିନଟ୍ରାପର ଶିକାର ହୋଇଥିଲେ ଏହି କର୍ମଚାରୀ…

ଧକ୍କା ହେଲା ଭ୍ୟାନ୍-ବାଇକ୍, ଜଣେ ମୃତ

ବୈାଦ୍ଧ, ୧୬ା୨(ଓଡ଼ିଶା ଭାସ୍କର): ବୈାଦ୍ଧ କଣ୍ଟାମାଳ ନିକଟସ୍ଥ ଖଟଖଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଭ୍ୟାନ୍ ଓ ବାଇକ୍ ଧକ୍କା ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ…

କମେଣ୍ଟ ହେଲା କାଳ: ନିର୍ଧୁମ୍ ମାଡ ଖାଇଲେ SSB ଯବାନ

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): କମେଣ୍ଟ ମାରିବା ହେଲା କାଳ । ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଏସଏସବି ଯବାନ । ଯୁବତୀ ଜଣକ ରାସ୍ତାରେ ଯାଉଥିବା ବେଳେ ଯବାନ…

କଳାହାଣ୍ଡିର ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଛତିଶଗଡ଼ ପୋଲିସ

କଳାହାଣ୍ଡି, ୧୬ା୨(ଓଡ଼ିଶା ଭାସ୍କର): କଳାହାଣ୍ଡିର ଏକ ହତ୍ୟା ମାମଲାର ଆଜି ପର୍ଦ୍ଦାଫାସ କରିଛି ଛତିଶଗଡ଼ ପୋଲିସ । ଲଛିପୁର ଗାଁର ତର୍ପ ସୁନାନୀଙ୍କ ହତ୍ୟା ମାମଲାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ…

ଭୟାନକ ସତ୍ୟ: ମାଟିତଳୁ ମିଳିଲା ୬ ହଜାର ଲୋକଙ୍କ କଙ୍କାଳ, ହଜାରେ ଗୁଳି

ମାଟି ଖୋଳୁ ଖୋଳୁ ୬ ହଜାରରୁ ଅଧିକ ଲୋକଙ୍କ କଙ୍କାଳ ଜବତ ହୋଇଛି । ଏହି ଘଟଣା ପୂର୍ବ ଆଫ୍ରିକା ଦେଶର ବୁରୁଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଖୋଳା ଅଭିଯାନ ଆରମ୍ଭ ହେବ ପରେ ଏହି…