Browsing Category
Top Stories
ନିର୍ଭୟା ଦୋଷୀଙ୍କୁ କାଲି ହେବ କି ନାହିଁ ଫାଶୀ ? ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଦୋଷୀ ପବନ କୁମାରର ଡେଥ୍ ୱାରେଣ୍ଟ ରୋକ ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ…
୨୪ଘଣ୍ଟାରେ କୋଟିଏ ଟଙ୍କାର ଫାଇନ
ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ୨୪ଘଣ୍ଟା ଭିତରେ ୧କୋଟି ୬ଲକ୍ଷ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ସମୁଦାୟ ୩୮୭୦ ଜଣ ଖିଲାପକାରୀଙ୍କଠାରୁ…
Delhi violence: stalemate in both houses of parliament
New Delhi, 2/3: Violence has erupted in both houses during the budget session of the Parliament over the Delhi violence. Opposition parties have blamed Home Minister Amit Shah for…
ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱରେ କାୟା ବିସ୍ତାର କରୁଛି । ରାଜଧାନୀ ଦିଲ୍ଲୀରେ ଆଜି ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଜଣେ ଇଟାଲୀ ଫେରନ୍ତା…
ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଦଳର ସମସ୍ତ ନେତା, କର୍ମକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୫ରେ ପାଳନ ହେବାକୁ ଯାଉଥିବା ବିଜୁ…
Centre gives nod to Wifi services onboard flights
New Delhi, 2/3: The Central Government gave permission to airlines operating in India to provide Wi-Fi services to passengers onboard the flight on Monday.
A notification…
ନିର୍ଭୟା ମାମଲା: ଟଳିବନି ଫାଶୀ ତାରିଖ !
ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାରକୁ ଆଜି ସୁପ୍ରିମକୋର୍ଟଙ୍କ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ପବନର କ୍ୟୁରେଟିଭି ପିଟିସନ ଖାରଜ କରିଛନ୍ତି ।…
ନିର୍ଭୟା ମାମଲା, ପବନର ରାଜକ୍ଷମା ଆବେଦନ
ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ରାଜକ୍ଷମା ପାଇଁ ଆବେଦନ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପବନର ଓକିଲ ରାଜକ୍ଷମା…
ମାଟ୍ରିକ ପରୀକ୍ଷା ଶେଷ, ୧୮ରୁ ଖାତା ଦେଖା ଆରମ୍ଭ
କଟକ, ୨ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୧୮ତାରିଖରୁ ଖାତା ଦେଖା ଆରମ୍ଭ ହେବ । ୨୦ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା । ୬୧ଟି ମୂଲ୍ୟାୟନ କେନ୍ଦ୍ରରେ…
ଶେଷ ଦିନରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ!
କାମାକ୍ଷାନଗର, ୨ା୩(ଓଡ଼ିଶା ଭାସ୍କର): କାମାକ୍ଷାନଗରରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ…