Browsing Category
Top Stories
ଏହି ରାଜ୍ୟରେ କାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରୀ
କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏକ୍-ଡାଉନରେ ଲୋକମାନଙ୍କର ମଦର ଦାବି ବଢିଚାଲିଛି । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରୀ…
WHOର ଚେତାବନୀ- ‘କେବେ ଶେଷ ହେବନି କରୋନା’
କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବା ଟୀକା ପ୍ରସ୍ତୁତ ହୋଇପାରିଲା ନାହିଁ । ଅନ୍ୟପଟେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ବହୁଦେଶ ଲକ୍-ଡାଉନ୍ ହଟାଇବାକୁ ଯୋଜନା କରୁଛନ୍ତି । ଏପରି…
ଆଲର୍ଜିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ
ଆଲର୍ଜି ହେଉଛି ଏକ ପ୍ରକାରର ରୋଗ ଯାହା ଶରୀରରେ କିଛି କିଛି ସ୍ଥାନରେ ନାଲି ହୋଇ ଫଳି ହୋଇପଡ଼ିଥାଏ । ଏହା କିଛି କିଛି ଜିନିଷ ଖାଇବା ଦ୍ୱାରା ବ୍ୟାପିଥାଏ । ତେଣୁ ସମନ୍ତଙ୍କୁ ଜଣା ନଥାଏ ଯେ କେମିତି ଏଥିରୁ ମୁକ୍ତି ପାଇବେ…
ବଡ ଖବର: ୩୦ ଜୁନ୍ ଯାଏଁ ଚାଲିବ ନାହିଁ କୌଣସି ରେଗୁଲାର ଟ୍ରେନ୍, ସମସ୍ତ ଟିକେଟ୍ ବାତିଲ କଲା ରେଳବାଇ
ନୂଆଦିଲ୍ଲୀ,୧୪ ।୫: ୩୦ ଜୁନ୍ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଯାତ୍ରୀଙ୍କ ଟିକେଟ୍ ବାତିଲ କରିଛି ଭାରତୀୟ ରେଳବିଭାଗ । ଅର୍ଥାତ୍ ୩୦ ଜୁନ୍ ପର୍ଯ୍ୟନ୍ତ କୌଣସି ରେଗୁଲାର ବା ନିୟମିତ ଚାଲୁଥିବା ଟ୍ରେନ୍ ଚାଲିବ ନାହିଁ ।…
ଗ୍ରାହକମାନଙ୍କୁ SBIର ସନ୍ଦେଶ, ନମାନିଲେ କଙ୍ଗାଳ
ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକମାନଙ୍କୁ ସନ୍ଦେଶ ପଠାଇଛି । ସନ୍ଦେଶରେ କୁହାଯାଇଛି ଯେ, ଗ୍ରହକମାନଙ୍କୁ ଅନଲାଇନ୍ ଠକେଇର ଶିକାରରୁ ରକ୍ଷାକରିବା ଏସବିଆଇର କର୍ତ୍ତବ୍ୟ ।…
୭୮ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୧୪ା୫: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ଟପିଥିବା ନେଇ ସୂଚନା ମିଳିଛି । ଏବେ କରୋନା ଆକ୍ରାନ୍ତଙ୍କ…
ନୂଆ ଚିହ୍ନଟ ହୋଇଥିବା ୭୩ଜଣ ଆକ୍ରାନ୍ତଙ୍କ ତଥ୍ୟ
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ନୂଆ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୪୨ଆକ୍ରାନ୍ତ ସୁରତ ଫେରନ୍ତା ଏବଂ…
ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୩।୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ
ଗଞ୍ଜାମରୁ ୪୨ ,…
ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ
ଅନୁଗୁଳ, ୧୪।୫(ଓଡିଶା ଭାସ୍କର) : ଅନୁଗୁଳ ସ୍ଥିତ ଠାକୁରଗଡ଼ ଷୋଳପଦା ନିକଟରେ ଏକ ଅଭାବନିୟ ଘଟଣା ଘଟିିିଯାଇଛି। ଠାକୁରଗଡ଼ ଷୋଳପଦା ନିକଟରେ ଓଲଟିପଡିିିଛି ବସ୍। ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…
ସୃଷ୍ଟି ହେଲା ଲଘୁଚାପ ବଳୟ, ଝଡ ଆଶଙ୍କା
ଭୁବନେଶ୍ୱର, ୧୪।୫(ଓଡ଼ିଶା ଭାସ୍କର): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ମେ ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡର…