Browsing Category
Top Stories
ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ
ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ନୂଆ ମୋଟର ଯାନ ଆଇନ ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା । କାରଣ ଏହି ୧ତାରିଖକୁ ସରକାର ଦେଇଥିବା ୩ମାସ ଅବଧି ଶେଷ ହୋଇଛି…
ଜାତୀୟ ପଞ୍ଜୀକରଣ ହାର ତୁଳନାରେ ଓଡ଼ିଶା ଆଗରେ
ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ଆଜି ୟୁଆଇଡ଼ି କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଆଧାର ଉପ ମହାନିର୍ଦ୍ଦେଶକ ଜି.ଭେନୁଗୋପାଳ ରେଡ଼ି…
ରାଜ୍ୟରେ ଖୋଲିବ ସୋସିଆଲ ମିଡ଼ିଆ ମନିଟରିଂ ସେଲ୍
ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଏଣିକି ସୋସିଆଲ ମିଡ଼ିଆ ମନିଟରିଂ ସେଲ୍ ଖୋଲିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସାଇବର ଥାନାରେ ଏହି ମନିଟରିଂ ସେଲ୍ ଖୋଲାଯିବ ବୋଲି ଜଣାପଡ଼ିଛି । ଅନଲାଇନ୍ ଠକେଇ…
କୋଲମ୍ବକର ହେଲେ ଅସ୍ଥାୟୀ ବାଚସ୍ପତି
ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି କାଳିଦାସ କୋଲମ୍ବକର ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ବିଜେପି ବିଧାୟକ ହେଉଛନ୍ତି କୋଲମ୍ବକର ।
ମହାରାଷ୍ଟ୍ର ମାମଲା: ରାଜ୍ୟପାଳଙ୍କୁ ଭେଟିବେ ୩ ଦଳ
ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନଭିସ୍
ମହାରାଷ୍ଟ୍ର,୨୬ା୧୧: ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !
ମହାରାଷ୍ଟ୍ର.୨୬ା୧୧: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ମୋଡ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅଜିତଙ୍କୁ ଆଜି ମନାଇବାକୁ ଉଦ୍ୟମ କରିଥିଲେ ଏନସିପି ଦଳର ମୁଖ୍ୟ…
କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ବିସ୍ଫୋରଣ, ୪ ଗୁରୁତର
ଶ୍ରୀନଗର,୨୬ ।୧୧: ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…
ଆର୍ଶୀବାଦ ବେହେରାଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର, ୨୬ା୧୧(ଓଡ଼ିଶା ଭାସ୍କର): ପୂର୍ବତନ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତାଙ୍କୁ ଦେଢ଼ଲକ୍ଷ ଟଙ୍କା ଓ ୨ଜାମିନଦାରଙ୍କ…
ଅଯୋଧ୍ୟା ପୁନର୍ବିଚାରକୁ ନା’
ନୂଆଦିଲ୍ଲୀ,୨୬ ।୧୧: ଅଯୋଧ୍ୟା ରାୟର ପୁନର୍ବିଚାର ଆବେଦନ କରିବନି ସୁନ୍ନୀ ୱାକଫ ବୋର୍ଡ । ୱାକଫ ବୋର୍ଡର ୮ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଏହି ନିଷ୍ପତ୍ତି ନେଇଛନ୍ତି । ୫ ଏକର ଜମି ମିଳିବା ପରେ ଅନ୍ୟ ପ୍ରସଙ୍ଗରେ ବୋର୍ଡ…