Browsing Category

Top Stories

ଖୁସି ଖବର: ରାଜ୍ୟରେ ଆଜି ୩୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୭୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୪୯୩୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ବିଏସଫର ଆଇଜି ହେଲେ ସୁଶାନ୍ତ ନାଥ

ନୂଆଦିଲ୍ଲୀ, ୨୧ା୯: ସୀମା ସୁରକ୍ଷା ବଳ(ବିଏସଏଫ)ର ଆଇଜି ହୋଇଛନ୍ତି ଓଡ଼ିଆ ଆଇପିଏସ ସୁଶାନ୍ତ ନାଥ । କେନ୍ଦ୍ରୀୟ ଡ଼େପୁଟେସନରେ ୫ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ ସୁଶାନ୍ତ । ସୁଶାନ୍ତଙ୍କୁ କାର୍ଯ୍ୟଭାର ମୁକ୍ତ କରିବାକୁ…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୧ା୯(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ…

ସପ୍ତାହର ପ୍ରଥମ ଦିନରେ ହ୍ରାସ ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ କେତେ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଭଳି ଦ୍ରୁତ ଗତିରେ ସୁନା ରୂପା ମୂଲ୍ୟ ମଧ୍ୟ ବଢ଼ି ଚାଲିଥିଲା । କିନ୍ତୁ ଆଜି ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଥିବା ନେଇ ସୂଚନା ମିଳିଛି । ଦେଶର…

ଭୁବନେଶ୍ୱରରୁ ଆଜି ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୧ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ…

ସିଗାରେଟ ଟାଣି ମାତାଲ ହେଲା କଙ୍କଡ଼ା, ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଯୁବପିଢ଼ିମାନେ କୌଣସି ନା କୌଣସି ନିଶା ସେବନ କରିଥାନ୍ତି । ଆଜିକାଲିକା ଯୁଗରେ ଏହା ଏକ ଫ୍ୟାସନ ହୋଇଗଲାଣି । କିନ୍ତୁ ଏକ ଜୀବଜନ୍ତୁ ନିଶାନେବା ବା ସିଗାରେଟ ଟାଣିବା ଆଶ୍ଚର୍ଯ୍ୟକର ହୋଇଥାଏ । ଏହା ଶୁଣିବାକୁ…