Browsing Category

Top Stories

ଲାଞ୍ଚ ମାଗି ଏଏସଆଇ ନିଲମ୍ବିତ

ଅନୁଗୁଳ, ୩୧ା୭(ଓଡ଼ିଶା ଭାସ୍କର): ଅନୁଗୁଳ ସ୍ଥିତ ରେଙ୍ଗାଲି ଥାନା ଏଏସଆଇ କାର୍ତ୍ତିକ ବେହେରା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଏସପି ଜଗମୋହନ ମିନା । ସୂଚନା ଯୋଗ୍ୟ ଯେ ଘରୋଇ କଳି ସମାଧାନ ପାଇଁ ସେ…

ପ୍ରତିଦିନ ରେକର୍ଡ଼ ଭାଙ୍ଗୁଚି କରୋନା: ଗୋଟିଏ ଦିନରେ ୫୫,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩୧ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ଘଣ୍ଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ…

ଭଦ୍ରକ: ୪୮ ଘଂଟିଆ ସଟଡାଉନରେ ମିଳିବ ଅତ୍ୟାବଶ୍ୟକ ସେବା

ଭଦ୍ରକ,୩୧/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏନେଇ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ଲାଗୁ କରାଯାଉଛି। ସେହିପରି ଆଜିଠାରୁ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ…

ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୩୧/୭(ଓଡିଶା ଭାସ୍କର):  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ…

ସକାଳୁ ଉଠିବା ପରେ କଣ କରିବା ଜରୁରୀ, ଜାଣନ୍ତୁ

ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ। – ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ…

ଶରୀରକୁ ସୁସ୍ଥ ରଖେ ହାତ ପାହାନ୍ତାରେ ମିଳୁଥିବା ରସୁଣ, ଜାଣନ୍ତୁ କେଉଁ କେଉଁ ରୋଗଠୁ ଦୂରେଇ ରଖେ..

ରସୁଣ ଯାହା ବଜାରରେ ଅତି ସହଜରେ ମିଳିଯାଇଥାଏ ଓ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ। ରସୁଣ ତରକାରୀ କରିବା ସମୟରେ ମସଲା ରେ ବ୍ୟବହାର କରାଯାଇଥାଏ। ଏହାର ଗନ୍ଧ ଭଲ ଲାଗୁନଥିଲେ ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।…

ଆସନ୍ତାକାଲିଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରାୟ ସବୁ ମାର୍କେଟକୁ ବନ୍ଦ ରଖାଯାଇଛି । କିନ୍ତୁ ଆସନ୍ତାକାଲିଠାରୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୭୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…