Browsing Category

Top Stories

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ପରିସଂଖ୍ୟନ ଦୃଷ୍ଟିରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହା ଏକ ଶୁଭ ଲକ୍ଷଣ ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର…

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଯାଜପୁର, ୧୪ା୪(ଓଡ଼ିଶା ଭାସ୍କର): ଯାଜପୁରରେ ଚିହ୍ନଟୁ ହୋଇଥିବା ୬୬ବର୍ଷୀୟ ନୂଆ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜଣାପଡ଼ିଛି । ସେ ମାର୍ଚ୍ଚ ୨୯ ଭୋରରୁ ଯାଜପୁର ମୁଖ୍ୟ ଡାକ୍ତରଖାନା ଯାଇଥିଲେ । କେଉଁ ଡାକ୍ତର ଓ…

ଟିଭିକୁ ଫେରିଲା ‘ବାଳିକା ବଧୂ’, କଣ ରାମାୟଣର ଟିଆରପିକୁ ଦେବ ଟକ୍କର?

ମୁମ୍ବାଇ,୧୪ ।୪: ଦୂରଦର୍ଶନରେ ରାମାୟଣ, ମହାଭାରତ ସହ ୮୦-୯୦ ଦଶକର କାର୍ଯ୍ୟକ୍ରମ ଫେରିବା ପରେ ଅନ୍ୟ ଚ୍ୟାନେଲଗୁଡିକ ସେମାନଙ୍କୁ ପୁରୁଣା ଆଇକନ୍ ସିରିଏଲକୁ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୮ ବର୍ଷ…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ସୋମବାର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ମଙ୍ଗଳବାର ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି ।…

ମେ’ ୩ ଯାଏଁ ଗଡିବନି ଟ୍ରେନ୍

ନୂଆଦିଲ୍ଲୀ,୧୪ ।୪: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଲକ୍-ଡାଉନ୍ ଅବଧିକୁ ମେ ୩ ପଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏକ ବଡ…

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର

ଯାଜପୁର, ୧୪ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି । ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ…

ମଣିଷ ହାଡରୁ ୪ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍ ତିଆରି କଲେ ଧନୀ ଡିଜାଇନର, ତାତିଲେ ଲୋକେ

ଜଣେ ଧନୀ ଡିଜାଇନର ଏପରି ଏକ ହ୍ୟାଣ୍ଡବ୍ୟାଗ ବିକ୍ରି କରୁଛନ୍ତି, ଯେଉଁଥିରେ ମଣିଷର ମେରୁଦଣ୍ଡ ଓ କୁମ୍ଭୀରର ଜିଭ ବ୍ୟବହାର ହୋଇଛି । ଏହି ଡିଜାଇନର ବ୍ୟାଗର ଦାମ୍ ୩ ଲକ୍ଷ ୮୧ ହଜାର ଟଙ୍କାରୁ ଅଧିକ ରଖିଛି । ରିପୋର୍ଟ…

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ଭୁବନେଶ୍ୱର,୧୪/୪, ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି।…