
Browsing Category
ଖବର
କେମିତିକା ସ୍ତ୍ରୀ, ସାମାନ୍ୟ ଝଗଡ଼ା ପାଇଁ ସ୍ୱାମୀକୁ ମାରି ଘରେ ପୋତିଦେଲା
ଗୋହାଟୀ: ପାରିବାରିକ ଝଗଡ଼ା ନେଲା ଭୟଙ୍କର ରୂପ। ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଲୋକେ ଜାଣିଯିବେ ବୋଲି ଘର ଭିତରେ ୫ ଫୁଟ ଖୋଳି ସ୍ୱାମୀ ମୃତଦେହକୁ ପୋତିଦେଲା ସ୍ତ୍ରୀ। ଆସାମ ଗୋହାଟୀରେ ଘଟିଛି ଏଭଳି ଘଟଣା।
୨୬…
BREAKING: ୨ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ
ଛତିଶଗଡ଼: ପୁଣି ମାଓବାଦୀ ଖେଳିଲେ ରକ୍ତର ହୋଲି। ଛତିଶଗଡ଼ ବିର୍ଜାପୁରରେ ମାଓବାଦୀ ରଚିଲେ ବର୍ବରକାଣ୍ଡ। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ।
ଛତିଶଗଡ଼ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ…
ଟ୍ରକ-ସ୍କୁଟି ମୁହାଁମୁହିଁ, ଚାଳକ ମୃତ
ଆଠଗଡ଼: ଭୟଙ୍କର ଦୁର୍ଘଟଣା! ସ୍କୁଟିକୁ ସାମ୍ନାରୁ ପିଟିଲା ଟ୍ରକ, ଫଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ। ଏହି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଗୋପିନାଥପୁର ଛକ ନିକଟରେ।
ସ୍କୁଟି ଚଲେଇ ଯାଉଥିବା ସମୟରେ ସାମ୍ନାରୁ…
ବଞ୍ଚିଥିବା ବେଳେ ଶୁଣିଲେନି ଅଭିଯୋଗ, ମୃତ୍ୟୁ ପରେ ରାଜନୀତି
ଭୁବନେଶ୍ୱର: ଯେତେବେଳେ ବଞ୍ଚିଥିଲେ ସେତେବେଳେ ଅଭିଯୋଗ କେହି ଶୁଣିଲେନି ଆଜି ଜୀବନ ଯୁଦ୍ଧରେ ହାରିଯିବା ପରେ ସହାନୁଭୁତି ଛୁଟୁଛି। ଘଟଣାକୁ ନେଇ ରାଜନୀତି କରାଯାଉଛି। ହେଲେ ଯେତେବେଳେ ପୀଡ଼ିତା ତାଙ୍କ ପ୍ରତି ହେଉଥିବା…
୫ କୋଟି ଟଙ୍କା ନବ ନା ମୋ ସହ ହନିମୁନ କରିବ?
ଓଡିଶା ଭାସ୍କର: ଲୋକମାନେ ଭାଇରାଲ ହେବା ପାଇଁ ଏତେ ପାଗଳ ଯେ, ସେମାନେ ନିଜ ବିବାହ ଠାରୁ ନେଇ ହନିମୁନ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ସମସ୍ତଙ୍କ…
ପ୍ରେମିକାକୁ ବାହା ହେବା ପାଇଁ ମା’ଙ୍କୁ ଚିଠି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ଛତିଶଗଡ଼: ପ୍ରେମିକାକୁ ବାହା ହେବା ପାଇଁ ନିବେଦନ କରି ମା'ଙ୍କୁ ଦେଇଥିଲେ ଚିଠି। ଏଭଳି ଏକ ଘଟଣା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାତା ଦନ୍ତେଶ୍ୱରୀଙ୍କ ମନ୍ଦିରରେ ଦେଖିବାକୁ ମିଳିଛି।
ଏହି ମନ୍ଦିରକୁ ପ୍ରତିଦିନ…
ଟଙ୍କା ଦିଅ..ସ୍ତ୍ରୀ ନିଅ, ୭୦ରୁ ୮୦ ଲକ୍ଷରେ ମିଳୁଛନ୍ତି ଜୀବନସାଥୀ
ନୂଆଦିଲ୍ଲୀ: ଭଡ଼ାରେ ମିଳନ୍ତି ପତ୍ନୀ। କଥାଟା ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ। ଏକାପଣକୁ ଦୂର କରିବାକୁ ଯାଇ ଭଡ଼ା ଜୀବନସାଥୀ ବାଛନ୍ତି ଏଠାକାର ଲୋକ। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କେଉଁଠି ଏହି ଦେଶ।…
ଶରୀର ଉପରେ କିପରି ପ୍ରଭାବ ପକାଏ ଲେମ୍ବୁପାଣି, ପିଉଥିଲେ କ’ଣ ମିଳିବ ଫାଇଦା
ନୂଆଦିଲ୍ଲୀ: ଆଜିକାଲିର ସମୟରେ, ଅନେକ ଲୋକ ସକାଳ ସମୟରେ ଖାଲି ପେଟରେ ଲେମ୍ବୁ ପାଣି ପିଇ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି। ଏ ବିଷୟରେ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। ଯେପରିକି କିଛି ଲୋକ ବିଶ୍ୱାସ କରନ୍ତି ଯେ ଖାଲି…
ମନ୍ଦିର ବୁଡ଼ିଲା, ପୋଲ ଭୁଶୁଡ଼ିଲା, ତ୍ରାହି ତ୍ରାହି ଡାକ ଦେଲେ ଲୋକେ
ଉତ୍ତରପ୍ରଦେଶ: ମୌସୁମୀ ପ୍ରଭାବରେ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ଦେଖିବାକୁ ମିଳୁଛି। ଏହି ମୌସୁମୀ ବର୍ଷା ରାଜ୍ୟରେ ତାଣ୍ଡବ କରୁଥିବାବେଳେ ସୋମବାର ଦିନ ରାଜ୍ୟ…
BREAKING: ଆତ୍ମାହୁତି ପାଇଁ କରାଗଲା ବାଧ୍ୟ: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କ କ୍ଷୋଭ
ନୂଆଦିଲ୍ଲୀ: ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ କ୍ଷୋଭ। ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ ଗାନ୍ଧୀ। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଥିଲେ। କିନ୍ତୁ…