Browsing Category
ଖବର
୧୦ ମିନିଟରେ ଘରେ ବସି ପାଇବେ ସିମ୍ କାର୍ଡ, ଜାଣନ୍ତୁ କେମିତି..
ନୂଆଦିଲ୍ଲୀ: ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ…
BREAKING: ତାତିଲା କଂଗ୍ରେସ, କାଲି ଇଡି ଅଫିସ୍ ଘେରିବ କଂଗ୍ରେସ
ନୂଆଦିଲ୍ଲୀ: ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କୁ…
ୱାକଫ୍ ସଂଶୋଧନ ବିଲ୍: ଶୋଷଣ ବନ୍ଦ କରିବା, ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ବିଜେପିର ସାହସିକ ପଦକ୍ଷେପ
ନୂୂଆଦିଲ୍ଲୀ: ୱାକଫ୍ ବିଲକୁ ନେଇ ଏବେ ଚରମ ସୀମାରେ ପହଂଚିଛି ବିବାଦ। ଶାସକ ଦଳ ଥିବା ରାଜ୍ୟଗୁଡ଼ିକରେ ଏହି ବିଲକୁ ସମର୍ଥନ ମିଳୁଥିବା ବେଳେ ବିରୋଧୀ ଶାସିତ ରାଜ୍ୟ ଗୁଡ଼ିକରେ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛି ଏହି ବିଲ।…
ହଜାର ପଦ ପାଇଁ ନିଯୁକ୍ତ ହେବେ କନଷ୍ଟେବଳ, ଜଲଦି କରନ୍ତୁ ଆପ୍ଲାଏ
ବିହାର: ବିହାର ପୋଲିସ ବିଭାଗରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ କନଷ୍ଟେବଳ ଚୟନ ବୋର୍ଡ (CSBC ) ୧୯,୮୩୮ କନଷ୍ଟେବଳ ପଦବୀ ପାଇଁ ବମ୍ପର ନିଯୁକ୍ତି ଘୋଷଣା କରିଛି।
ଯଦି…
BREAKING: ବିଜେଡିର ୧୮ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା
ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ। ୧୮ ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ଅନୁଗୁଳ ଜିଲ୍ଲାରୁ ବ୍ରଜକିଶୋର ପ୍ରଧାନ, ପୁରୀ ଜିଲ୍ଲାର ଉମା ସାମନ୍ତରାୟଙ୍କ ନାଁ ଘୋଷଣା…
BREAKING: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ, ୪ ଆହତ
ନବରଙ୍ଗପୁର: କାମ କରିବା ସମୟରେ ବିଜୁଳି ଘଡଘଡ଼ି ସହିତ ବର୍ଷା ହେଲା କାଳ। ଅକାଳରେ ଚାଲିଗଲା ଜଣଙ୍କ ଜୀବନ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବାରିଗୁଡ଼ା ଗ୍ରାମରେ ଘଟିଛି ଏହି ଅଘଟଣ। ବିଜୁଳି ଘଡଘଡ଼ି ସହିତ…
BREAKING: ସୋନିଆ- ରାହୁଲ ଗାନ୍ଧୀଙ୍କ ଉପରେ ସଂକଟ, ନ୍ୟାସନାଲ ହେରାଲ୍ଡ କେସରେ ଇଡି ଦାଖଲ କଲା ଚାର୍ଜସିଟ୍
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ…
ଏହି ବ୍ୟକ୍ତିମାନେ ଖାଆନ୍ତୁନି ଆମ୍ବ, ନଚେତ୍ ଭୋଗିପାରନ୍ତି ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ମିଳୁଥିବା ଫଳ ଆମ୍ବକୁ ଫଳର ରାଜା କୁହାଯାଏ ଏବଂ ପ୍ରାୟ ସମସ୍ତେ ଏହାର ସ୍ୱାଦ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକଙ୍କୁ ଆମ୍ବ ଖାଇବା ବିପଦ ସାଜିପାରେ । ଆମ୍ବ ଖାଇବା କିଛି ଲୋକଙ୍କ ପାଇଁ…
BREAKING: ବଢ଼ାଅ ରାମ ମନ୍ଦିରର ସୁରକ୍ଷା, ନଚେତ ବମରେ ଉଡ଼ାଇଦେବୁ… ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ Email
ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ଉଡ଼ାଇବାକୁ ଧମକ। ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍।
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି...…
ମଦୁଆ ଦୋକାନୀଙ୍କ ଉନ୍ମତ କାଣ୍ଡ… ଯୁବତୀଙ୍କ ଦେହରେ ଲଗାଇଦେଲେ ନିଆଁ
କେରଳ: ପ୍ରତିଶୋଧର ନିଆ ସବୁବେଳେ ଭୟଙ୍କର ହୁଏ। ଏତେ ମାତ୍ରାରେ ଭୟଙ୍କର ହୁଏ ଯେ ପ୍ରତିଶୋଧ ନେବା ପାଇଁ ଯେକୌଣସି ସ୍ଥଳକୁ ମଧ୍ୟ ଯାଇପାରେ ମଣିଷ।
ଏପରି ଏକ ଘଟଣା କସରଗୋଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ମଦ୍ୟପ…