Browsing Category

ଖବର

ଦୀକ୍ଷା ଗ୍ରହଣ କଲେ ମମତା, ରାଗିଗଲେ ପ୍ରଶଂସକ

ପ୍ରୟାଗରାଜ: ମମତା କୁଲକର୍ଣ୍ଣି, ଯିଏ ଦିନେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଇ ପ୍ରଶଂସକଙ୍କ ମନ ଜିତୁଥିଲେ। ତାଙ୍କ ଠୁମକାରେ ହଜିଯାଉଥିଲେ ଦର୍ଶକ। ହେଲେ ଆଜି ସେ ମାୟାନଗରୀ ଠାରୁ ବହୁ ଦୂରରେ। ଦୀର୍ଘ ଦିନ ହେବ…

ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ, ବସିବ ୧୫ଶହ ମୋବାଇଲ ଟାଓ୍ୱାର

ନୂଆଦିଲ୍ଲୀ: ଆଉ ରହିବନି ନେଟଓ୍ୱର୍କ ସମସ୍ୟା। ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ। ମୋବାଇଲ ନେଟଓ୍ୱର୍କ ପାଇଁ ଆଉ ଚଢ଼ିବାକୁ ପଡ଼ିବନି ଗଛ କି ପାହାଡ଼। କାରଣ ଏବେ ଅପହଞ୍ଚ ଇଲାକାରେ ବସିବ ୧୫ଶହ…

ପ୍ରଥମ ଥର ଆଦିବାସୀ ରାଜା ଗଣତନ୍ତ୍ର ଦିବସ ସମାରୋହରେ ହେବେ ସାମିଲ, ସମୁଦାୟର ପ୍ରତିନିଧିତ୍ୱ କରିବା ପାଇଁ ଏହା ବିଶେଷ ଅବସର

ନୂଆଦିଲ୍ଲୀ: ଆଜି ଦେଶ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛିା ଏହି ଅବସରରେ କେରଳର ଏକମାତ୍ର ଆଦିବାସୀ ରାଜା ରମଣ ରାଜମନ୍ନନ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ…

Big Breaking:ଏକା ଲଢ଼ିଲେ ତିଲକ ବର୍ମା, ଚକମା ଖାଇଲା ଇଂଲଣ୍ଡ

ନୂଆଦିଲ୍ଲୀ: ହାରିବା ମ୍ୟାଚକୁ ଭାରତକୁ ଜିତାଇଲେ ତିଲକ ବର୍ମା। ଇଂଲଣ୍ଡର ସବୁ ବୋଲରଙ୍କୁ ପିଟିପିଟି କନ୍ଦାଇଲେ। ଶେଷରେ ଏବେ ୨-୦ରେ ଆଗୁଆ ହେଲା ଟିମ୍ ଇଣ୍ଡିଆ। ଭାରତୀୟ ଟିମକୁ ବଡ଼ ସଫଳତା। ପୁଣି ଇଂଲଣ୍ଡକୁ ମାଟି…

ଛତିଶଗଡ଼ରେ ହଣାଖାଇ ଓଡ଼ିଶାରେ ଟଳିପଡ଼ିଲା ଦନ୍ତା, ହାତୀକୁ ବଞ୍ଚାଇପାରିଲେନି ବନବିଭାଗ

ସୁନ୍ଦରଗଡ଼: ହାଣିଦେଲେ ଦନ୍ତାକୁ। ଅତି ନିର୍ମମ ଭାବରେ ନେଇଗଲେ ଗଜରାଜର ଜୀବନ। ଦୀର୍ଘ ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଆଖି ବୁଜିଲା ହାତୀ। ଠିକ୍ ସମୟରେ ଚିକିତ୍ସା ନ ହେବାରୁ ଚାଲିଗଲା ଦନ୍ତାର ଜୀବନ।…

ରାତି ପାହିଲେ ପୁରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ, ଓଡ଼ିଶାର 10ଟି ଜନବସତି ଶୂନ୍ୟ ଦ୍ୱୀପରେ ଆଜି ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର: ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ସବୁଠି ଉଡ଼ିବ ତ୍ରିରଙ୍ଗା ବାନା। ଦେଶ ପାଳିବ 76 ତମ ସାଧାରଣତନ୍ତ୍ର ଦିବସ। ସେଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ଆଉ ଏହାରି ଭିତରେ ଜନବସତି ଶୂନ୍ୟ…

breaking: ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ, ଏହା ପୂର୍ବରୁ ଦେଶବାସୀଙ୍କୁ ଅଭିଭାଷଣ ଦେଲେ ମହାମହିମ

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ୱୋଧନ ଦେଇଛନ୍ତି ମହାମହିମ। ସେ କହିଛନ୍ତି ୭୫ବର୍ଷ ଭିତରେ ଦେଶ ଦୃତଗତିରେ ଆଗକୁ ବଢ଼ୁଛି। ହେଲେ ଏବେବି ଅନେକ…

ଇଣ୍ଡିଗୋର ଦମଦାର ଅଫର, ଟ୍ରେନ ଟିକେଟ ଦାମରେ ପ୍ଲେନରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଆପଣ ବାହାରକୁ ଯିବାକୁ ପ୍ଲାନ କରିଛନ୍ତି କି। ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। କାରଣ ଟ୍ରେନ ଟିକେଟ ଦାମରେ ଏବେ ଆପଣ ପ୍ଲେନରେ କରିପାରିବେ ଯାତ୍ରା। ଏକଥା ଆପଣଙ୍କୁ ମିଛ ଲାଗୁଥିଲେ ବି ଏହା…

ଗୁଗୁଲ୍ ମ୍ୟାପ ଧୋକା, କାଠମାଣ୍ଡୁ ବଦଳରେ ୟୁପିରେ ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ଗୁଗୁଲ୍ ମ୍ୟାପ ଧୋକା। କେତେବେଳେ ଗୁଗୁଲ୍ ମ୍ୟାପ ପାଇଁ କାର ଅଧାଗଢ଼ା ବ୍ରିଜ ତଳକୁ ଖସିପଡ଼ିଲାଣି ତ ଆଉ କେତେବେଳେ ଗୁଗୁଲ୍ ମ୍ୟାପ ଲୋକଙ୍କୁ ଜଙ୍ଗଲ ଭିତରକୁ ନେଇଗଲାଣି।…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହ୍ୟାଣ୍ଡସେକ୍ କଲେ ଆସିପାରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ତାମିଲନାଡୁ: ହ୍ୟାଣ୍ଡସେକ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ। ଆସିପାରେ ଆପଣଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ। ଏପରି ଏକ ରାୟ ଶୁଣାଇଛନ୍ତି ହାଇକୋର୍ଟ। ମହିଳା କର୍ମଚାରୀଙ୍କୁ କରମର୍ଦ୍ଧନ କରିବାକୁ କହିବା। ଯୌନ…