fbpx

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲା: ଜଣକୁ ଗିରଫ କଲା ସିବିଆଇ

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା । ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ଗିରଫ କଲା ସିବିଆଇ । ଢ଼େଙ୍କାନାଳ କଲୋନୀସାହିର ସୁରେନ୍ଦ୍ର ନାୟକ ଗିରଫ । ଅଶ୍ଲୀଳ ଫିଲ୍ମ ସେୟାର ଓ ସେଥିରୁ ରୋଜଗାର ନେଇ ଗିରଫ କରାଯାଇଥିବା ନେଇ ସୂଚନା । ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଯାଇଛି । ମଙ୍ଗଳବାର ସୁରେନ୍ଦ୍ରଙ୍କ ଘରେ ରେଡ୍ ବେଳେ ତୁମ୍ବିାତୋଫାନ ହୋଇଥିଲା । ସାହି ଲୋକେ ସିବିଆଇ ଅଧିକାରୀଙ୍କୁ ଘେରି ମାଡ଼ ମାରିଥିଲେ ।

Get real time updates directly on you device, subscribe now.