KPCCଙ୍କ ଘରେ CBI ରେଡ୍‌

କର୍ଣ୍ଣାଟକ,୫ ।୧୦: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଘରେ CBI ରେଡ୍‌ ହୋଇଛି । ବେଙ୍ଗାଲୁରୁରେ ଡି.କେ. ଶିବକୁମାରଙ୍କ ଘରେ CBI ରେଡ୍‌ ହୋଇଥିବା ଜଣାପଡିଛି । ଏହା ସହ ତାଙ୍କ ଭାଇ ଡି.କେ. ସୁରେଶଙ୍କ ଘରେ ବି ଚଢ଼ାଉ ହୋଇଛି । ଘର ଓ ଅଫିସ୍‌ ସମେତ ୧୪ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।