fbpx

ସିବିଏସଇ ଦ୍ୱାଦଶ ପିଲାଙ୍କୁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗ ଦେବ ସିବିଏସଇ । ମାର୍କରେ ସନ୍ତୁଷ୍ଟ ନଥିବା ପିଲାଙ୍କୁ ଦିଆଯିବ ପରୀକ୍ଷା ସୁଯୋଗ । ପରୀକ୍ଷାରେ ପାଇଥିବା ମାର୍କକୁ ଚୂଡ଼ାନ୍ତ ବିବେଚନା କରାଯିବା ନେଇ ସିବିଏସଇ ପକ୍ଷରୁ ସୂଚନା । କରୋନା ପାଇଁ ଦ୍ୱାଦଶ ପରୀକ୍ଷା ନକରି ବିକଳ୍ପ ମୂଲ୍ୟାୟନ କରିଛି ସିବିଏସଇ ।

Get real time updates directly on you device, subscribe now.