କଟକ: ସେଲିବ୍ରିଟି କ୍ରିକେଟ୍ ଲିଗର ପ୍ରଥମ ମ୍ୟାଚରେ ବାଜି ମାରିଛି ପଞ୍ଜାବ ଟିମ୍ । ଆଜି କଟକ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଆରମ୍ଭ ହୋଇଯାଇଛି ।
ପ୍ରଥମ ମ୍ୟଚରେ ଜିତିଲା ପଞ୍ଜାବ ଟିମ୍ । ଭୋଜପୁରୀ ଦବଙ୍ଗକୁ ୧୩ ରନରେ ହରାଇଲା ପଞ୍ଜାବ ଟିମ୍ ।
ଦ୍ୱିତୀୟ ସପ୍ତାହର ମ୍ୟାଚ୍ ହାଇଦ୍ରାବାଦରେ ପେବୃଆରୀ ୧୪ରେ କରାଯାଇଥିଲା । ୩ ସପ୍ତାହନ୍ତରେ ୬ ଗ୍ରୁପ୍ ମଧ୍ୟରେ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।
ବାରବାଟୀ ଷ୍ଟାଡ଼ିୟମ ପଞ୍ଜାବ ପାଇଁ ଲକି ସାବ୍ୟସ୍ତ ହୋଇଛି ।